Latest Odisha News

ଆସନ୍ତାକାଲିଠୁ ଏସସିବି ପରିସରରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

କଟକ : ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ପୁନର୍ବିନ୍ୟାସ ପାଇଁ ଆସନ୍ତାକାଲି ଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ । କଟକ ଜିଲ୍ଲା ପ୍ରଶାସନ କାଲିଠାରୁ ଏସସିବି ମେଡିକାଲ ଚାରିପଟୁ ଉଚ୍ଛେଦ ପ୍ରକ୍ର୍ରିୟା ଆରମ୍ଭ କରିବେ ।

କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି କହିଛନ୍ତି କି, “ପ୍ରଥମ ପର୍ଯ୍ୟାୟରେ ଯୋବ୍ରା ଓ ତାଳଦଣ୍ଡା କେନାଲ ନିକଟରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ । ତାଳଦଣ୍ଡା କେନାଲ ନିକଟରେ ଥିବା ମାଛ ଓ କୁକୁଡା ମାର୍କେଟ ମଧ୍ୟ ଉଚ୍ଛେଦ ହେବ ।”

Leave A Reply

Your email address will not be published.