ବରଗଡ: ବରଗଡରେ ନକଲି କରୋନା ଟୀକା । ବରଗଡ ଜିଲ୍ଳା ଭେଡେନ୍ ଥାନା ରୋଷଡା ଗାଁ ରେ ନକଲି କରୋନା ଔଷଧ ପ୍ରସ୍ତୁତ କରୁଥିବା ଅଭିଯୋଗରେ ଚଢ଼ାଉ ହୋଇଛି । ସମ୍ବଲପୁର ଡ୍ରଗ୍ସ ଇନ୍ସପେକ୍ଟର ଓ ପୋଲିସ ମିଳିତ ଭାବେ ଚଢ଼ାଉ କରିଛନ୍ତି । ରେଡ୍ ବେଳେ ବିପୁଳ ପରିମାଣରେ ଔଷଧ ଖୋଳ, ପାଉଡର ଓ ରସାୟନକ ପଦାର୍ଥ ଜବତ ହୋଇଛି । ଏହି ମାମଲାରେ ଜଣକୁ ଅଟକ ରଖାଯାଇଛି । ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ।
BREAKING NEWS
- ସ୍କୁଲରେ ଅଣଛାତ୍ରଙ୍କ ଆତଙ୍କ, କ୍ଲାସରୁମରୁ ଡାକି ଆଣି ଦଶମ ଶ୍ରେଣୀ ଛାତ୍ରକୁ ଛୁରି ଭୁସି ହତ୍ୟା
- ଫିଫାକୁ ୟୁରୋପୀୟ ଫୁଟବଲ୍ ଆସୋସିଏସନର ବଡ଼ ଝଟ୍କା
- ଆଉ ୫ ବର୍ଷ ବଢିଲା ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅବଧି, ଖର୍ଚ୍ଚ ହେବ ୩.୧୫ ଲକ୍ଷ କୋଟି
- ବର୍ଷାରେ କ୍ଷତବିକ୍ଷତ ଗ୍ରାମ୍ୟ ସଡ଼କ: ତୁରନ୍ତ ମରାମତି ପାଇଁ ସରକାରଙ୍କ କଡ଼ା ନିର୍ଦ୍ଦେଶ
- ରାଜ୍ୟର ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ୧.୫ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଅଦାନୀ ଗ୍ରୁପ୍!
- ଭିଜିଲାନ୍ସ ଜାଲରେ ଆରଆଇ ଓ ସହଯୋଗୀ, ୩୦ ହଜାର ଲାଞ୍ଚ ନେଉଥିଲେ…
- ହକି ଜର୍ସିରୁ ଉଭାନ ‘ନୀଳ’, ଏବେ ମଇଦାନରେ ଖେଳିବ ‘ଗେରୁଆ’: ବିଜେପି ଉପରେ ବର୍ଷିଲେ ନବୀନ
- ଅମିତ ଶାହାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି…
- PM Modi PAK Visit?: SCO ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ ପଠାଇବ ପାକିସ୍ତାନ! ଇସଲାମାବାଦ ଯିବେ କି ପ୍ରଧାନମନ୍ତ୍ରୀ ମୋଦି?
- କେନ୍ଦ୍ରାପଡ଼ାର ୭ଟିବ୍ଲକ ବନ୍ୟାରେ ପ୍ରଭାବିତ;ସ୍ବାସ୍ଥ୍ୟସେବା ପାଇଁ ୮ ମେଡିକାଲ ଟିମ୍ ନିୟୋଜିତ
Comments are closed.