କୋରାପୁଟ: କ୍ରାଇମବ୍ରାଞ୍ଚ ଝଞୠ କବଜାରେ ଜାଲ୍ ନୋଟ୍ ରାକେଟ । କୋରାପୁଟ ଜିଲ୍ଲା ସୁନାବେଡ଼ା ବସ୍ଷ୍ଟାଣ୍ଡରୁ ଜାଲ ନୋଟ୍ ଜବତ । ୩ ଲକ୍ଷ ୨୮ ହଜାର ୩୦୦ ଟଙ୍କାର ଜାଲ୍ ନୋଟ୍ ଜବତ କରିଛି ଏସଟିଏଫ୍ । ବିଡ଼ା ବିଡ଼ା ଜାଲ ନୋଟ୍ ମିଳିଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ତାଙ୍କ ନାଁ ଅନାମ ଖିଲେ ଓ ଘର ଗିରଫ ନନ୍ଦପୁର ଲେଖିଗୁଡ଼ାରେ ।
ଅଭିଯୁକ୍ତ ଅନାମ ନିକଟରୁ ଟଙ୍କା ସହ ମାରଣାସ୍ତ୍ର ବି ଜବତ ହୋଇଛି । ସେ ଜାଲ ନୋଟ୍ କାରବାର କରୁଥିବା ଏସଟିଏଫକୁ ବିଶ୍ୱସ୍ତ ସୂତ୍ରକୁ ଖବର ମିଳିଥିଲା । ଚଢ଼ାଉ ବେଳେ ଅନାମ ନିକଟରୁ ଲକ୍ଷାଧିକ ଟଙ୍କାର ନକଲି ନୋଟ ମିଳିଛି । ଜବତ ନୋଟ୍ ଭିତରେ ଶହେ ଓ ପାଞ୍ଚ ଶହ ଟଙ୍କିଆ ନକଲି ନୋଟ୍ ରହିଛି ।

ଏହି ଘଟଣାରେ ଅନାମକୁ ପଚରାଉଚରା ଜାରି ରଖିଛି କୋରାପୁଟ ପୋଲିସ । ସେ କେବେଠାରୁ ଏମିତି ଜାଲ୍ କାରବାର ଚଳାଉଥିଲା । ଏହି ନେଟଓ୍ୱାର୍କରେ ଆଉ କେଉଁମାନେ ସଂପୃକ୍ତ । ରାଜ୍ୟ ଭିତରେ ସ୍ୱତନ୍ତ୍ର ଭାବରେ ନକଲି ନୋଟ୍ ରାକେଟ୍ କାମ କରୁଛି କି ? ସେ ନିଜେ ନକଲି ନୋଟ୍ ଛାପୁଥିଲା ନା ଆଉ କେଉଁଠୁ ଆଣୁଥିଲା ? ମାଷ୍ଟରମାଇଣ୍ଡ କିଏ ? କେଉଁଯାଏ ଲମ୍ବିଛି ଜାଲ୍ ନୋଟ୍ କାରବାର ନେଟଓ୍ୱାର୍କ ?
BREAKING NEWS
- ପୁଣି ଭାରତ – ପାକିସ୍ତାନ ମ୍ୟାଚ୍: ଜାଣନ୍ତୁ କେବେ ଖେଳାଯିବ ଏହି ହାଇ ଭୋଲ୍ଟେଜ ମ୍ୟାଚ୍
- Diveagar Beach Tragedy:ପିକନିକ୍ ହେଲା କାଳ;ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ
- ମହାନଦୀ ବିବାଦ ସମାଧାନର ନିକଟତର ହେଉଛୁ,ଅନ୍ୟ ରାଜ୍ୟମାନଙ୍କ ପାଇଁ ‘ମଡେଲ ଡିସ୍ପୁଟ ରିଜୋଲ୍ୟୁସନ୍’ହେବ: ମୁଖ୍ୟମନ୍ତ୍ରୀ
- ‘ବିଜେବି ଫ୍ରେଣ୍ଡସ୍-ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ ପୁରସ୍କାର ସମାରୋହ ଆୟୋଜିତ
- ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬: ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ
- Hirakud Dam:ବନ୍ଦ ହେଲା ହୀରାକୁଦର ୧୦ ଗେଟ୍;ଏତିକି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
- ଟାଇମ ପତ୍ରିକାର ‘ଟାଇମ ୧୦୦ ନେକ୍ସଟ’ ତାଲିକାରେ ଭାରତର ବୈଭବ
- Regularizes Junior Teachersr:ନିୟମିତ ହେଲେ କନିଷ୍ଠ ଶିକ୍ଷକ,ନିୟମିତକରଣ ୧ ଜାନୁଆରୀ…
- ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ: ପ୍ରସିଦ୍ଧ ବାଦ,ୱାଶିଂଟନଙ୍କୁ ବିଶ୍ରାମ
- ଆଇସିସିର ନୂଆ ନିୟମ: ଆନ୍ତର୍ଜାତୀୟ କ୍ରିକେଟ୍ରେ ଆସିଲା ବଡ଼ ପରିବର୍ତ୍ତନ

Comments are closed.