Latest Odisha News
Browsing Category

କୋରାପୁଟ

Koraput

କୋରାପୁଟ ଯୁଦ୍ଧ : ସପ୍ତଗିରିଙ୍କ ପାଇଁ ଡବଲ୍ ଚ୍ୟାଲେଞ୍ଜ !

କୋରାପୁଟ: କିଏ ହେବେ କୋରାପୁଟ କିଙ୍ଗ ? ସରିଛି ସମରସଜ୍ଜା, ସେନାପତି ଘୋଷଣାକୁ ଅପେକ୍ଷା । ୧୯ରେ ରଥୀ ମହାରଥୀଙ୍କୁ ମାତ୍ ଦେଇଥିଲେ ସପ୍ତଗିରି ଉଲାକା । ଡେବ୍ୟୁ ମ୍ୟାଚରେ ହିଁ ହୋଇଥିଲେ ମ୍ୟାନ ଅଫ୍ ଦି ମ୍ୟାଚ୍ । ବିଜେଡି-ବିଡେପି ମେଂଟ ହେଲେ ସହଜ ହେବନି ସପ୍ତଗିରିଙ୍କ ଦିଲ୍ଲୀ ବାଟ ।…

କୋରାପୁଟ-ସିଙ୍ଗାପୁର ରୋଡ୍ ଦୋହରୀକରଣ ପ୍ରକଳ୍ପର ଦାମନଯୋଡି-ବାଇଗୁଡ଼ା ମଧ୍ୟରେ ୧୪.୬୦ କିମି ଦୈର୍ଘ୍ୟ ରେଳ ଲାଇନ…

କୋରାପୁଟ: କୋରାପୁଟ-ସିଙ୍ଗାପୁର ରୋଡ (ରାୟଗଡା) ଦୋହରୀକରଣ ରେଳ ଲାଇନ ପ୍ରକଳ୍ପର ଦାମନଯୋଡି ଏବଂ ବାଇଗୁଡା ଦୋହରୀକରଣ କାର୍ଯ୍ୟ ମଧ୍ୟରେ ୧୪.୬୦ କିଲୋମିଟରର ନୂତନ ଭାବେ ନିର୍ମିତ ଦୋହରି ବ୍ରଡ ଗେଜ ରେଳ ଲାଇନ କାର୍ଯ୍ୟ ଶେଷ ହୋଇ କାର୍ଯ୍ୟକ୍ଷମ ହୋଇଛି | କମିଶନର୍ ରେଲୱେ ସୁରକ୍ଷା/ରେଳ…

ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରି ବନ୍ଧା ହେଲା ଯୁବକ 

ଜୟପୁର; ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ମହିଳା ପୁଲିସ। ଗିରଫ ଅଭିଯୁକ୍ତ ଜଣକ ହେଲା ବୈପାରିଗୁଡା ଥାନା ଅନ୍ତର୍ଗତ ଡଙ୍ଗାଯୋଡି  ବି. ବି ଗୋଲୋରି (୨୪)।   ସୂଚନା ଅନୁସାରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକା ବାସନ ସଫା କରୁଥିବା ବେଳେ…

ବିକାଶର ଆଲୋକକୁ ଆହୁରି ଉଜ୍ଜ୍ବଳ କରିଛି ଲକ୍ଷ୍ମୀ ବସ୍ ସେବା: ମୁଖ୍ୟମନ୍ତ୍ରୀ

କୋରାପୁଟ : କୋରାପୁଟ ଜିଲ୍ଲାରେ ଗଡିଲା ଲକ୍ଷ୍ମୀ ବସ୍ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ ଜିଲ୍ଲାରେ  ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। କୋରାପୁଟ ଜିଲ୍ଲାରେ ୬୩ଟି ବସ୍ ଜିଲ୍ଲାର ୨୩୪ ପଞ୍ଚାୟତକୁ ଯୋଡିବ। ଫାଇଭ୍ ଟି ଯୋଜନାରେ ଆରମ୍ଭ ହୋଇଥିବା ଏହି…

ଆଜିଠୁ କୋରାପୁଟରୁ ଗଡିବ ଲକ୍ଷ୍ମୀ ବସ୍ : ଭିସିରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

କୋରାପୁଟ : ମାର୍ଗଶୀର ୩ୟ ଗୁରୁବାର ଅର୍ଥାତ୍ ଆଜିଠୁ କୋରାପୁଟ ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍ । ଲାଣ୍ଡିଗୁଡା ସ୍ଥିତ ସରକାରୀ କଲେଜ ପଡିଆରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିବେ । ଜିଲ୍ଲାର…

ଭୟାଭୟ ଅଗ୍ନିକାଣ୍ଡ , ଜଳିଗଲା ୨୦ ଏକର ରୁ ଉର୍ଦ୍ଧ୍ଵ ଧାନ ଫସଲ

ବୋରିଗୁମ୍ମା: ଧାନ ଫସଲରେ ଲାଗିଲା ନିଆଁ । ଜଳିଗଲା ୨୦ଏକର ରୁ ଉର୍ଦ୍ଧ୍ଵ ଧାନ ଫସଲ । ବୋରିଗୁମ୍ମା ବ୍ଲକ କାଠରଗଡା ଗ୍ରାମରେ ହୋଇଛି ଏହି ଅଘଟଣ । ଗତ କାଲି ବିଳମ୍ବିତ ରାତ୍ରିରେ କୁମୁଳିଆ ସାହିର ଏକ ଧାନ ଖଳା ଘଟିଛି ଅଗ୍ନିକାଣ୍ଡ। ସୂଚନା ଅନୁସାରେ, ଗତକାଲି ରାତିରେ ସମସ୍ତେ ଶୋଇଥିବା…

ଭିଜିଲାନ୍ସ ଜାଲରେ ଥାନା ବାବୁ: ବସରେ କଟକ ଆସୁଥିବାବେଳେ ମାଡିବସିଲା ଟିମ୍ , ୨ଲକ୍ଷ ଟଙ୍କା ଜବତ

କୋରାପୁଟ : ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ। ରିଲାଏନ୍ସ ନାମକ ଏକ ଘରୋଇ ବସରେ କଟକସ୍ଥିତ ନିଜ ଘରକୁ ଗଲା ବେଳେ ଜୟପୁର ସ୍ଥିତ ଟାଙ୍କୁଆ ନିକଟରେ ଜୟପୁର ଭିଜିଲାନ୍ସ ଟିମ୍ ମାଡି ବସିଛି ।  ବସ ରେ ପଇସା ଧରି ଯାଉଥିବା ବେଳେ ତାଙ୍କ…

ଆରମ୍ଭ ହୋଇଛି କୋରାପୁଟର ଲୋକ ମହୋତ୍ସବ’ପରବ’

ଜୟପୁର: ଶୀତୁଆ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ । କୋରାପୁଟରେ ଜମୁଛି ‘ପରବ’ ଲୋକ ମହୋତ୍ସବ । ଆଦିବାସୀଙ୍କ ଢେମସା ନାଚର ତାଳେ ତାଳେ ଦୁଲୁକୁଛି ମଞ୍ଚ । କୋରାପୁଟ ସ୍ଥିତ ଲାଣ୍ଡିଗୁଡା ସରକାରୀ କଲେଜ ପଡିଆ ଠାରେ ଉଦଘାଟିତ ହୋଇଛି ‘ପରବ’-୨୦୨୩ ଲୋକ ମହୋତ୍ସବ । କାର୍ଯ୍ୟକ୍ରମର ମୁଖ୍ୟ…

ୟୁଟ୍ୟୁବ ଭିଡିଓ ଦେଖିବା ନେଇ ବଚସା, ମାମୁଁର ଟାଙ୍ଗିଆ ଚୋଟରେ ଭଣଜା ମୃତ

କୋରାପୁଟ: ୟୁଟ୍ୟୁବ ଭିଡିଓ ଦେଖିବା ନେଇ ବଚସା। ମାମୁଁର ଟାଙ୍ଗିଆ ଚୋଟରେ ଭଣଜା ମୃତ। ଏଭଳି ଅଭାବନାୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ଅଞ୍ଚଳରେ। ସୂଚନା ଅନୁସାରେ ସରୁଜବା ଗାଁରେ ୟୁଟ୍ୟୁବ ଭିଡିଓ ଦେଖିବା ନେଇ ଉଭୟଙ୍କ ମଧ୍ୟ ଯୁକ୍ତିତର୍କ ହେବା ପରେ ଭଣଜାକୁ ମାମୁଁ ହତ୍ୟା କରିଥିବା…

ରେଳ ଧାରଣାରେ ଖଣ୍ଡବିଖଣ୍ଡିତ ମୃତଦେହ: ହତ୍ୟା ନା ଆତ୍ମହତ୍ୟା କାରଣ ଖୋଜୁଛି ଜିଆରପି ପୋଲିସ

କୋରାପୁଟ : କୋରାପୁଟ ଜିଲ୍ଲା ଜରଟି ଷ୍ଟେସନ ନିକଟରେ  ଅଭାବନୀୟ ଘଟଣା ଘଟିଛି  । ରେଳ ଧାରଣାରେ ପଡିରହିଛି ଦୁଇ ବ୍ୟକ୍ତିଙ୍କ ମୃତଦେହ । ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଦୁଇ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କର କୌଣସି ପରିଚୟ ମିଳିନି । ତେବେ ଟ୍ରେନରୁ…