ଭୁବନେଶ୍ୱର: ରାଜଧାନୀରୁ ନକଲି ମହିଳା ଆଇପିଏସ୍ ଅଫିସରଙ୍କୁ ଗିରଫ ହୋଇଛନ୍ତି । କମିଶନରେଟ ପୋଲିସ ତାଙ୍କୁ ଗିରଫ କରିଛି । ଏହି ନକଲି ଅଫିସରଙ୍କ ନାଁ ଶର୍ମିଷ୍ଠା ବେହେରା । ସେ ଜଣେ ମହିଳା କନେଷ୍ଟବଳଙ୍କ ଡ୍ୟୁଟି ପରିବର୍ତ୍ତନ ପାଇଁ ବାରମ୍ବାର ରିଜର୍ଭ ଅଫିସରଙ୍କୁ ଚାପ ପକାଉଥିବା ଅଭିଯୋଗ ହୋଇଥିଲା । ନିଜକୁ ଜଣେ ଆଇପିଏସ୍ ଅଫିସର କହି ସେ ଏହି ଚାପ ପକାଉଥିଲେ ।ସନ୍ଦେହ ହେବାରୁ ଏ ନେଇ ତନାଘନା ହୋଇଥିଲା । ଏଥିରୁ ସବୁ କଥା ସ୍ପଷ୍ଟ ହୋଇଥିଲା ।
ଗିରଫ ନକଲି ଆଇପିଏସ ଅଫିସର ଜଣଙ୍କ ସଂପୃକ୍ତ ମହିଳା କନେଷ୍ଟବଳଙ୍କ ରୁମ୍ ମେଟ୍ ବୋଲି ଜଣାପଡିଛି ।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.