କଟକ: ଆଜି କଟକ ବାଦାମବାଡ଼ି ଅଞ୍ଚଳରୁ ଏକ ବଡ଼ ଧରଣର ସେକ୍ସ ରାକେଟ୍ ଠାବ କରଛି ପୋଲିସ । ପୋଲିସ ଚଢାଉ କରି ୫ ଦେହଜୀବୀଙ୍କ ସହ ୨ ଜଣ ଗ୍ରାହକଙ୍କୁ ଧରି ଅଟକ ରଖିଛି । ଏହି ସେକ୍ସ ରାକେଟ ଏକ ୱେବ ଚ୍ୟାନେଲ ଅଫିସରେ ଚାଲିଥିଲା । ଦେହଜୀବୀମାନଙ୍କୁ ଉଦ୍ଧାର କରିବା ସମୟରେ ଅନେକ ସାମଗ୍ରୀ ଜବତ କରିଛି ପୋଲିସ ।
କଟକ ବାଦାମବାଡ଼ିସ୍ଥିତ ନିଶାମଣି ହଲ ପଛ ସୂର୍ଯ୍ୟବିହାର ଲେନ୍-୨ରେ ଖୁଲମ୍ଗୁଲା ଚାଲିଥିଲା ସେକ୍ସ ରାକେଟ । କମ ବୟସର ଯୁବକଙ୍କୁ କରୁଥିଲେ ଟାର୍ଗେଟ । ଏକ ୱେବ ଚ୍ୟାନେଲ ଅଫିସରେ ଏହି ର୍ୟାକେଟ ଚାଲିଥିବା ନେଇ ପୂର୍ବରୁ ସ୍ଥାନୀୟ ବାସିନ୍ଦା ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଆଜି ଅପରାହ୍ନ ୪ଟାରେ କମିଶନରେଟ୍ ପୋଲିସ ଏହି ୱେବ ଚ୍ୟାନେଲ ଅଫିସ ଉପରେ ଚଡାଉ କରି ୫ ଦେହଜୀବୀଙ୍କ ସହ ୨ ଜଣ ଗ୍ରାହକଙ୍କୁ ଧରିଥିଲା । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ବାଦାମବାଡ଼ି ଥାନା ପୋଲିସ ।
BREAKING NEWS
- Nandankanan: ନନ୍ଦନକାନନକୁ ଆସିଲେ ଅତିଥି: ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁ ପ୍ରଜାତି ୧୭୯କୁ ବୃଦ୍ଧି
- ସମୁଦ୍ରରେ ବୁଡ଼ି ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ
- ବିଶ୍ୱରେ ତେଲ ପାଇଁ ସଂଘର୍ଷ ୧୯୭୩ ସଙ୍କଟର ହେବ କି ପୁନରାବୃତ୍ତି ?
- Gang Rape: ଲିଫ୍ଟ ଦେବା ଆଳରେ ରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ, ୨ ଗିରଫ
- ପେଟ୍ରୋଲ ରପ୍ତାନି ଉପରେ ରୁଷର କଟକଣା କେତେ ପ୍ରଭାବିତ ହେବ ଭାରତ ?
- ପୁଣି ଉଠିଲା ଏସ୍ସିବି ପ୍ରସଙ୍ଗ, ବିଧାନସଭାରେ ଅଚଳ ଅଚଳାବସ୍ଥା
- ବିଧାନ ପରିଷଦରୁ ଇସ୍ତଫା ଦେଲେ ନୀତିଶ କୁମାର
- ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
- ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ଚତୁର୍ଥ ଦଫା ରଥ କାଠ
- Kalbaisakhi Alert: ଆହୁରି ୫ ଦିନ ଯାଏ କାଳବୈଶାଖୀ: ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
Comments are closed.