Latest Odisha News

ଫରାହ୍‌ ଖାନ୍‌ଙ୍କୁ ମିଳିଲା ୟୁଏଇ ଗୋଲଡେନ ଭିସା

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ମାତା ତଥା କୋରିଓଗ୍ରାଫର ଫରାହ ଖାନ ମଙ୍ଗଳବାର ତାଙ୍କ ସୋସିଆଲ ମିଡିଆ ୟୁଏଇ ଗୋଲଡେନ ଭିସା ଗ୍ରହଣ କରିଥିବା ଘୋଷଣା କରିଛନ୍ତି।

ଦୁବାଇର ସରକାରୀ ସଦସ୍ୟ ସୟଦ ଅଲ ଜାନାହିଙ୍କ ଦ୍ୱାରା ଭିସା ପ୍ରଦାନ କରାଯିବାର ଏକ ଫଟୋ ସେୟାର କରିଛନ୍ତି ଫରାହ ଖାନ। ସେ ଏହି ଫଟୋର କ୍ୟାପସନ୍ ଦେଇଛନ୍ତି ଯେ ଗୋଲ୍‌ଡେନ୍‌ ଭିସା ପାଇଥିବାରୁ ମୁଁ ଅତ୍ୟଧିକ ଗୌବାନ୍ୱିତ ବୋଲି କହିଛନ୍ତି।  ଫରାହ୍‌ ଖାନ୍‌ଙ୍କ ସମେତ ଶାହାରୁଖ୍‌ ଖାନ୍‌, ଫିଲ୍ମ ନିର୍ମାତା ବୋନି କପୁର, ସାଉଥ୍‌ ସୁପର୍‌ଷ୍ଟାର୍‌ ମୋହନଲାଲ୍‌, ଏବଂ ମାମୁଟ୍ଟିଙ୍କୁ ଗୋଲ୍‌ଡେନ୍‌ ଭିସାର ଗ୍ରହଣ କରିଛନ୍ତି।

Comments are closed.