Latest Odisha News

BREAKING NEWS

ଧାନକୁ ବିକ୍ରି କରି ନ ପାରିବାରୁ ପ୍ରତିବାଦ

ସୋନପୁର:  ରବି ରୁତୁରେ ଅମଳ କରିଥିବା ଧାନକୁ ବିକ୍ରି କରି ନ ପାରିବାରୁ ପ୍ରତିବାଦ l ହେଲେ ପ୍ରଶାସନ ପକ୍ଷରୁ ଚାଷିଙ୍କ ସମସ୍ୟା ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା l ତେଣୁ ଚାଷୀମାନେ ଏକ ଅଭିନବ ଉପାୟରେ କାର୍ଯ୍ୟାଳୟ ଭିତରେ ନିଜର ଅମଳ କରିଥିବା ଧାନ ବସ୍ତା ରଖି ନିଜର ଦାବିକୁ ଉପସ୍ଥାପନ କରିଛନ୍ତି l ଏପରି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କାର୍ଯ୍ୟାଳୟ ରେ l କଂଗ୍ରେସ ଦଳ ପକ୍ଷରୁ ପ୍ରଥମେ ବିଭିନ୍ନ ଉପାୟରେ ପ୍ରତିବାଦ କରିବା ପରେ ପ୍ରଶାସନିକ ସ୍ତରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବା ଫଳରେ ବାଧ୍ୟହୋଇ ବ୍ଲକ କାର୍ଯ୍ୟାଳୟ ଭିତରେ ଧାନ ବସ୍ତା ରଖି ପ୍ରତିବାଦ କରାଯାଇଥିଲା l

 

Leave A Reply

Your email address will not be published.