Latest Odisha News

ଦ୍ରୁତଗାମୀ ଗ୍ରହ ନକ୍ଷତ୍ରଙ୍କୁ ଚଳାଉଛି ଏଲିୟନ୍

ନୂଆଦିଲ୍ଲୀ: ମହାକାଶରେ ଦ୍ରୁତ ଗତିରେ ଗତି କରୁଥିବା ନକ୍ଷତ୍ର ବା ଗ୍ରହମାନେ ଏଲିଅନ ସଭ୍ୟତା ଦ୍ୱାରା ପରିଚାଳିତ ହେଉଛନ୍ତି। ଅର୍ଥାତ୍ ଯାହାର ପାଇଲଟ ଏଲିଅନ ମାନେ ଅଟନ୍ତି। ଏକ ନୂତନ ଅଧ୍ୟୟନରେ ଏହା ଦାବି କରାଯାଇଛି।

ତେବେ ଏଲିଅନମାନେ ତାରା ଏବଂ ଗ୍ରହମାନଙ୍କୁ ନିଜର ମହାକାଶଯାନରେ ପରିଣତ କରିଛନ୍ତି ଯାହାଦ୍ୱାରା ଆଉ ଅଲଗା ଏଲିଅନସିପର ଆବଶ୍ୟକ ରହିବ ନାହିଁ।

ସର୍ଭେ ଅନୁଯାୟୀ, ସେମାନେ ଯେଉଁଆଡେ ଯିବେ ନିଜ ଗ୍ରହକୁ ସାଙ୍ଗରେ ନେଇକି ଯିବେ କିନ୍ତୁ ଏଭଳି ଗ୍ରହ କେବଳ କିଛିଟା ରହିଛି। କେତେକ ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏମାନେ ଆଡଭାନ୍ସ ଏଲିଅନ ସଭ୍ୟତା ଯାହାକି ଗାଲାକ୍ସି ମଧ୍ୟରେ ହିଁ ଭ୍ରମଣ କରନ୍ତି। ତେବେ ସେମାନେ ନିଜର ଗ୍ରହ ଓ ତାରା ମାନଙ୍କୁ ତାଙ୍କ ବାଇନାରୀ ଷ୍ଟାର ସିଷ୍ଟମ ମାଧ୍ୟମରେ ମଧ୍ଯ ଯାତ୍ରା କରାଇଥାନ୍ତି।

Leave A Reply

Your email address will not be published.