Latest Odisha News

BREAKING NEWS

ବଲାଙ୍ଗିରରେ ଦୁର୍ଘଟଣାରେ ବାପ-ପୁଅ ମୃତ, ମାଆ ଓ ବର୍ଷକର ପୁଅ ଗୁରୁତର

ବଲଙ୍ଗିର: ତୁଷରା ଥାନା ଜଙ୍ଗେଲ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବଲେରୋ ସହ ଏକ ବାଇକ ଧକ୍କା ହେବାରୁ ବାଇକଟି ଜଳିଯାଇଥିବା ଜଣାପଡିଛି । ବାଇକରେ ଥିବା ବାପା-ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ ଓ ଅନୟ ଏକ ଶିଶୁ ପୁତ୍ର ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ତୁଷରା ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।

ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.