Latest Odisha News

BREAKING NEWS

ଫିଲ୍ମ ‘ତଡପ୍‌’ର ଟ୍ରେଲର ରିଲିଜ

ନୂଆଦିଲ୍ଲୀ: ସୁନୀଲ ଶେଟ୍ଟୀଙ୍କ ପୁଅ ଅହାନ ଶେଟ୍ଟୀ ଡେବ୍ୟୁ ଫିଲ୍ମ ‘ତଡପ’ର ଟ୍ରେଲର ରିଲିଜ ହୋଇଛି। ଅହାନଙ୍କ ସହ ଫିଲ୍ମରେ ତାରା ସୁତାରିଆ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

ଗତକାଲି ଫିଲ୍ମର ଟିଜର ରିଲିଜ ହୋଇଥିଲା। ଡିସେମ୍ବର ୩ରେ ଅହାନ୍ ଶେଟ୍ଟୀ ଏବଂ ତାରା ସୁତାରିଆଙ୍କ ଅଭିନୀତ ଫିଲ୍ମ ‘ତଡପ’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

୨ ମିନିଟ୍ ୪୮ ସେକେଣ୍ଡ୍ ଟ୍ରେଲରରେ ଅହାନ୍‌ଙ୍କୁ ଏକ ପାୱାର୍ ପ୍ୟାକ୍ ଅବତାରରେ ଦେଖିବାକୁ ମିଳିଛି। ଟ୍ରେଲରର ପ୍ରଥମ କିଛି ସେକେଣ୍ଡରେ ଅହାନ ଷ୍ଟଣ୍ଟ୍ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି।

Comments are closed.