ନୂଆଦିଲ୍ଲୀ: ମେ’ ୧୫ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଗାଡ଼ି ଏବଂ ସ୍ୱାସ୍ଥ୍ୟ ବୀମା ଅବଧି। କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହାକୁ ବର୍ତ୍ତମାନ ମେ’ ୧୫ ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ଏପ୍ରିଲ ୨୧ ଯାଏ ବୃଦ୍ଧି ପାଇଥିଲା।
ତେବେ କେବଳ ମୋଟର ଥାର୍ଡ ପାର୍ଟି ପାଇଁ ଏହି ସମୟ ସୀମା ଅବଧି ପ୍ରଯୁଜ୍ୟ ହେବ। ଏହା ଓନ୍ଡ ବ୍ୟକ୍ତିଗତ ଦୁର୍ଘଟଣା ପାଇଁ ଲାଗୁହେବନି। ଆଇଆରଡିଏଆଇ ଅଧିକାରୀଙ୍କ କହିବା ଅନୁଯାୟୀ, ବୃଦ୍ଧି ପାଇଥିବା ଅବଧି ଏବଂ ବୈଧତା ମୋଟର ଥାର୍ଡ ପାର୍ଟି କମ୍ପୋନେଣ୍ଟ ପାଇଁ ଲାଗୁ ହେବ।
ମାର୍ଚ୍ଚ ୨୫ରୁ ମେ ୩ ତାରିଖ ମଧ୍ୟରେ ଯେଉଁମାନଙ୍କ ପଲିସି ଅବଧି ସରୁଛି ସେମାନଙ୍କ ପାଇଁ ଏହି ସମୟ ସୀମା କୋହଳ କରାଯାଇଛି।
BREAKING NEWS
- Lingaraj Temple: ସ୍ୱାଭାବିକ ଭାବରେ ଚାଲିଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଗ୍ରୀନଲ୍ୟାଣ୍ଡକୁ ସୈନ୍ୟ ପଠାଇବେ ଜର୍ମାନୀ, ଫ୍ରାନ୍ସ : ଆମେରିକା ବିରୁଦ୍ଧରେ ଏକତ୍ରିତ ହେଉଛନ୍ତି ୟୁରୋପୀୟ ଦେଶ
- BMC Election: ବିଏମସି ସମେତ ୨୯ଟି ନଗର ନିଗମ ପାଇଁ ଆଜି ମତଦାନ
- NCBର ବଡ଼ କାର୍ଯ୍ୟାନୁଷ୍ଠାନ; ୮୧୩କିଲୋ ଗଞ୍ଜେଇ ଜବତ, ତିନି ଗିରଫ
- ବିଜୟ ଉତ୍ସବରେ ଅଘଟଣ; ବାଣ ଫୁଟି କନଷ୍ଟେବଳ ଗୁରୁତର
- Gopalpur Beach Festival: ଗୋପାଳପୁର ବେଳାଭୂମି ମହୋତ୍ସବ ତାରିଖ ଘୁଞ୍ଚିଲା;୨୨ ନୁହେଁ …
- ବଡ଼ ଧରଣର ଡକାୟତି ଯୋଜନାକୁ ଫେଲ କଲା ପୋଲିସ; ୫ ଡକାୟତ ଗିରଫ
- ଆହୁରି ୩ ଦିନ କଲବଲ କରିବ ଶୀତ…
- Men’s Hockey India League 2026: କଳିଙ୍ଗର କ୍ରମାଗତ ଚତୁର୍ଥ ବିଜୟ ;ପରବର୍ତ୍ତୀ ମ୍ୟାଚ ଭୁବନେଶ୍ବରରେ…
- ମିଚେଲଙ୍କ ଶତକ ଆଗରେ ଫିକା ପଡିଲା ରାହୁଲଙ୍କ ପ୍ରଦର୍ଶନ: ସିରିଜ ବରାବର କଲା ନ୍ୟୁଜିଲାଣ୍ଡ
Comments are closed.