Latest Odisha News

BREAKING NEWS

କେଉଁ ରାଜ୍ୟରେ କେତେ ରହିଛି କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା, ଜାଣନ୍ତୁ…

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶର ୨୬ ଟି ରାଜ୍ୟ ଓ ୪ ଟି କେନ୍ଦ୍ରଶାସିତ ଅଞ୍ଚଳକୁ କବଳିତ କରି ସାରିଲାଣି ଏହି ମହାମାରୀ। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୦ ଟପି ସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ୭୫ ରେ ପହଞ୍ଚିଲାଣି।

BjdElectrycity

ଆସନ୍ତୁ ଜାଣିବା କେଉଁ ରାଜ୍ୟରେ କେତେ ରହିଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା…

ମହାରାଷ୍ଟ୍ର: ଦେଶରେ ସର୍ବାଧିକ ମାମଲା ସହ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୬୩୫ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୩୨ ଛୁଇଁଛି ।

ତାମିଲନାଡୁ: ଆକ୍ରାନ୍ତ-୪୮୫, ମୃତକ- ୩

ଦିଲ୍ଲୀ: ଆକ୍ରାନ୍ତ-୪୪୫, ମୃତକ- ୭

କେରଳ: ଆକ୍ରାନ୍ତ- ୩୦୨, ମୃତକ-୨

ଆନ୍ଧ୍ରପ୍ରଦେଶ: ଆକ୍ରାନ୍ତ-୧୯୨, ମୃତକ୧

ତେଲେଙ୍ଗାନା: ଆକ୍ରାନ୍ତ-୨୭୨, ମୃତକ- ୧୨

ରାଜସ୍ଥାନ: ଆକ୍ରାନ୍ତ-୨୦୪, ମୃତକ-୪

ଉତ୍ତରପ୍ରଦେଶ: ଆକ୍ରାନ୍ତ-୨୩୪, ମୃତକ- ୨

କର୍ଣ୍ଣାଟକ: ଆକ୍ରାନ୍ତ-୧୪୪, ମୃତକ-୪

ମଧ୍ୟପ୍ରଦେଶ: ଆକ୍ରାନ୍ତ-୧୮୨, ମୃତକ- ୧୧

ଗୁଜୁରାଟ: ଆକ୍ରାନ୍ତ-୧୦୮ , ମୃତକ-୧୦

ଜାମ୍ମୁ କାଶ୍ମୀର: ଆକ୍ରାନ୍ତ-୧୯୨, ମୃତକ-୨

ପଶ୍ଚିମବଙ୍ଗ: ଆକ୍ରାନ୍ତ-୫୬, ମୃତକ-୬

ହରିୟାଣା: ଆକ୍ରାନ୍ତ-୮୪, ମୃତକ-୧

ପଞ୍ଜାବ: ଆକ୍ରାନ୍ତ-୬୫, ମୃତକ-୫

ବିହାର: ଆକ୍ରାନ୍ତ-୩୨, ମୃତକ-୧

ଚଣ୍ଡିଗଡ଼: ଆକ୍ରାନ୍ତ-୧୮, ମୃତକ-୦

ଆସାମ: ଆକ୍ରାନ୍ତ-୨୬, ମୃତକ-୦

ଲଦାଖ: ଆକ୍ରାନ୍ତ-୧୪, ମୃତକ-୦

ଆଣ୍ଡାମାନ ଏବଂ ନିକୋବର: ଆକ୍ରାନ୍ତ- ୧୦, ମୃତକ-୦

ଉତ୍ତରାଖଣ୍ଡ: ଆକ୍ରାନ୍ତ-୨୨, ମୃତକ- ୦

ଛତିଶଗଡ ଆକ୍ରାନ୍ତ- ୧୦, ମୃତକ-୦

ହିମାଚଳ ପ୍ରଦେଶ: ଆକ୍ରାନ୍ତ-୬, ମୃତକ-୨

ଗୋଆ: ଆକ୍ରାନ୍ତ-୭, ମୃତକ-୦

ଓଡ଼ିଶା: ଆକ୍ରାନ୍ତ-୨୧, ମୃତକ-୦

ପୁଡୁଚେରୀ: ଆକ୍ରାନ୍ତ-୫, ମୃତକ-୦

ମଣିପୁର: ଆକ୍ରାନ୍ତ-୨, ମୃତକ-୦

ଝାଡ଼ଖଣ୍ଡ: ଆକ୍ରାନ୍ତ-୨, ମୃତକ-୦

ମିଜୋରାମ: ଆକ୍ରାନ୍ତ-୧, ମୃତକ-୦

ଅରୁଣାଚଳ ପ୍ରଦେଶ: ଆକ୍ରାନ୍ତ-୧, ମୃତକ-୦

Leave A Reply

Your email address will not be published.