Latest Odisha News

BREAKING NEWS

ଭାରତୀୟ ବାୟୁସେନାର ପୋଖରାନରେ ବାୟୁଶକ୍ତି ପ୍ରଦର୍ଶନ

ପୋଖରାନ: ଭାରତୀୟ ବାୟୁସେନା ପକ୍ଷରୁ ରାଜସ୍ଥାନର ପୋଖରାନଠାରେ ବିଭିନ୍ନ କ୍ଷେପଣାସ୍ତ୍ର ତଥା ଲଢୁଆ ବିମାନର ପ୍ରଦର୍ଶନ ହୋଇଛି ।


ବାୟୁସେନାର ଶକ୍ତି ପ୍ରଦର୍ଶନ ସମୟରେ ସେଠାରେ ଉପସ୍ଥିତ ଥିଲେ ଇଣ୍ଡିଆନ ଏୟାର ଫୋର୍ସ ମୁଖ୍ୟ ବି ଏସ ଧନୋଆ ।

ଫୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ଏହା ପ୍ରଥମ ଶକ୍ତି ପ୍ରଦର୍ଶନ । ବାୟୁଶକ୍ତି ୨୦୧୯ ପରିପ୍ରେକ୍ଷୀରେ ଭାରତୀୟ ବାୟୁସେନାର ବିଭିନ୍ନ ଲଢୁଆ ବିମାନରୁ ସମୁଦ୍ର ମଧ୍ୟକୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପ୍ରଦର୍ଶନ କରାଯାଇଥିଲା । ଅତିଥିଭାବେ ଏହି ପ୍ରଦର୍ଶନୀ ଉତ୍ସବରେ ଖ୍ୟାତନାମା କ୍ରିକେଟର୍ ସଚିନ୍ ତେନ୍ଦୁଲକର ମଧ୍ୟ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.