ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଚନ୍ଦକା ଥାନା ଅଂଚଳରେ ଗୁଳିମାଡ । ଗୁଳିମାଡରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୩ ଜଣ ଦୁବୃର୍ତ ତାଙ୍କୁ ଗୁଳିମାଡ କରିଥିବା ଜଣାପଡିଛି ।
ସୂଚନା ମୁତାବକ, ମଦ ପିଇବାକୁ ନେଇ ଚନ୍ଦକା ଥାନା ଅଚଂଳରେ ଥିବା ରେଷ୍ଟୁରାଂଟ ‘ଜଙ୍ଗଲ ଭିଉ’ରେ ଗଣ୍ଡଗୋଳ ହୋଇଥିଲେ । ପରେ ଏହା ଉଗ୍ରରୂପ ନେଇଥିଲା । ଦୁବୃର୍ତମାନେ ରେଷ୍ଟୁରାଂଟର ଜଣେ କର୍ମଚାରୀଙ୍କ ଉପରେ ଗୁଳିମାଡ କରି ଫେରାର ହୋଇଯାଇଥିଲେ । ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।
BREAKING NEWS
- IND vs PAK: ପୁଣି ମୁଣ୍ଡ ନୁଆଁଇଲେ ଶାହବାଜ ସରକାର, ଭାରତ ସାଙ୍ଗରେ ଖେଳିବ ପାକିସ୍ତାନ ଟିମ୍…ସରକାର ବଖାଣିଲେ କାରଣ…
- ରାହୁଲ ଗାନ୍ଧୀଙ୍କ ହାତରେ କିପରି ଲାଗିଲା ନରୱଣେଙ୍କ ଅପ୍ରକାଶିତ ପୁସ୍ତକ “ଫୋର ଷ୍ଟାର୍ସ ଅଫ୍ ଡେଷ୍ଟିନି?
- ଓମ୍ ବିର୍ଲାଙ୍କୁ ବିଜେପି ମହିଳା ସାଂସଦମାନଙ୍କ ଚିଠି: ବିରୋଧୀ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
- ୧୪ ବର୍ଷୀୟା ନାବାଳିକାକୁ ୫୯ ବର୍ଷୀୟ ବ୍ୟକ୍ତି ଦୁଷ୍କର୍ମ ଅଭିଯୋଗ
- କଟକରେ ଆଉ ରହିବନି ଟ୍ରାଫିକ୍ ସମସ୍ୟା: ନିର୍ମାଣ ହେବ ଆଉଟର ରିଙ୍ଗ୍ରୋଡ୍
- ମାଟ୍ରିକ୍ ପରୀକ୍ଷା ପାଇଁ ଜୋରଦାର ପ୍ରସ୍ତୁତି: ଆଜିଠୁ ନୋଡାଲ୍ ସେଣ୍ଟର ଯିବ ପ୍ରଶ୍ନପତ୍ର
- Chandrayaan: ଚନ୍ଦ୍ରଯାନ-୪: ଲ୍ୟାଣ୍ଡିଂ ପାଇଁ ସ୍ଥାନ ଚିହ୍ନଟ କଲା ISRO
- Mystery Death:ଫାର୍ମ ହାଉସ୍ ମାଟି ତଳୁ ଅଜଣା ମୃତଦେହ ଉଦ୍ଧାର
- ଲଞ୍ଚ ହେଲା ନୂଆ Samsung Galaxy F70e 5G;ପ୍ରାଇସ୍ ମାତ୍ର…
- ଡ୍ରାମା ଶେଷ! ନଇଁଲା ପାକିସ୍ତାନ; ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ଓହ୍ଲାଇବ ଦଳ
Comments are closed.