ଉମରକୋଟ : ଉମରକୋଟରେ ବ୍ୟବସାୟୀଙ୍କୁ ଗୁଳିମାଡ଼ । ପିଏନବି ଶାଖା ଆଗରେ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ଟି. ସଞ୍ଜୀବ ସୁବୁଦ୍ଧି ନାମକ ଜଣେ ବ୍ୟବସାୟୀ ବ୍ୟାଙ୍କ ଆଗରେ ବାଇକ୍ ଧରି ଛିଡ଼ା ହୋଇଥିବା ବେଳେ, ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ୩ ଜଣ ଦୁର୍ବୃତ୍ତ । ବ୍ୟବସାୟୀଙ୍କ ଅଣ୍ଟାରେ ଗୁଳି ବାଜିଥିବା ବେଳେ, ତାଙ୍କୁ ଉମରକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଗୁଳିମାଡ଼ର କାରଣ ଜଣାପଡ଼ିନାହିଁ ।
BREAKING NEWS
- କାଲିଠୁ +୨ ଖାତା ଦେଖା; ଏକ ସଙ୍ଗେ ବାହାରିବ ସମସ୍ତଙ୍କ ରେଜଲ୍ଟ
- ତେଜୁଛି ଭାଷା ବିବାଦ; ମରାଠୀ କହିନପାରିବାରୁ ସିକ୍ୟୁରିଟି ଗାର୍ଡଙ୍କୁ ପିଟିଲେ ଏମଏନସି କର୍ମୀ…
- ସ୍ୱର୍ଗତ ରାମବିଳାସ ପାସୱାନଙ୍କ ସମ୍ପତ୍ତିକୁ ନେଇ ବିବାଦ…
- ବିଦାୟ ବନ୍ଦନା
- କଟକରେ ୯୦ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ
- ରୋଗ କରୁଥିଲେ ଛୁ ମନ୍ତର୍: ଏବେ ଆଜୀବନ ଜେଲରେ ବାବା
- ପୁଣି କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ମୃତ୍ୟୁ,କାରଣ ଅସ୍ପଷ୍ଟ; ପୋଲିସ ତଦନ୍ତ ଆରମ୍ଭ
- ଗୁଜୁରାଟର ବାଣ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ; ୧୮ ଜୀବନ୍ତ ଦଗ୍ଧ
- ପୁଣି ଗୋଟିଏ ଦିନରେ ୨ଟି ପରୀକ୍ଷା, କ’ଣ କରିବେ ଦ୍ବନ୍ଦ୍ବରେ ପରୀକ୍ଷାର୍ଥୀ?
- ୨ଏପ୍ରିଲ…ବଢିଲାଣି ଟାରିଫ ଟେନସନ୍
Comments are closed.