ମୁମ୍ବାଇ: ଭାରତୀୟ ବ୍ୟାଡମିଂଟନ ଷ୍ଟାର ସାଇନା ନେହ୍ୱାଲଙ୍କ ପ୍ରଶଂସକଙ୍କ ପାଇଁ ଭଲ ଖବର । ଅଲିମ୍ପିକ ବ୍ରୋଞ୍ଜ ପଦକ ପଦକ ବିଜେତା ସାଇନାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ସାଇନା ୨୬ ମାର୍ଚ୍ଚରେ ପରଦାକୁ ଆସିବ । ଏଥିରେ ପରିଣୀତି ଚୋପ୍ରା ବ୍ୟାଡମିଂଟନ ଷ୍ଟାରଙ୍କ ଭୂମିକା କରୁଛନ୍ତି । ଏଥିପାଇଁ ସେ କଠିନ ପରିଶ୍ରମ ମଧ୍ୟ କରିଛନ୍ତି । ସାଇନାଙ୍କ ସଂଘର୍ଷରୁ ସଫଳତାର କାହାଣୀ ଉପରେ ଏହା ଆଧାରିତ । ପ୍ରଥମେ ଏହି ଫିଲ୍ମ ପାଇଁ ଶ୍ରଦ୍ଧା କାପୁରଙ୍କୁ ଚୟନ କରାଯାଇଥିଲେ ମଧ୍ୟ ପରେ ପରିଣୀତି ଏହି ଭୂମିକା କରିଥିଲେ । ସାଇନାଙ୍କ କୋଚ ଭୂମିକା ମାନବ କୌଲ କରୁଛନ୍ତି । ପରେଶ ରାୱଲ ମଧ୍ୟ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ।
BREAKING NEWS
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
- ଅସୁରକ୍ଷିତ ରାସ୍ତା ଯୋଗୁଁ ଦୁର୍ଘଟଣା; ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖିଲା ଏସଟିଏ
- ସମ୍ବଲପୁରବାସୀଙ୍କୁ ମିଳିବ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ, ୪୫୧ କୋଟିର ମେଗା ପ୍ରକଳ୍ପ…
- papa buka : ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଓଡିଆ ପ୍ରଯୋଜକଙ୍କ “ପାପା ବୁକା’;ଏକାଡେମୀ ଆୱାର୍ଡସର ୩ ବିଭାଗରେ…
Comments are closed.