Latest Odisha News

BREAKING NEWS

କୋଭିଡ୍‌ ନିୟମ ଉଲ୍ଲଂଘନ; ରାଜଧାନୀରେ ୫ଟି ମଦ ଦୋକାନ ସିଲ୍‌

ଭୁବନେଶ୍ୱର: କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବାରୁ ରାଜଧାନୀର ପାଞ୍ଚଟି ମଦ ଦୋକାନକୁ ସିଲ୍‌ କରାଯାଇଛି। ଆଜି ମ୍ୟୁନିସିପାଲିଟି କମିଶନ (ବିଏମସି) ଏବଂ ଭୁବନେଶ୍ୱର ବିକାଶ ପ୍ରାଧିକରଣର ମିଳିତ କାର୍ଯ୍ୟକାରୀ ଦଳ ପାଞ୍ଚଟି ମଦ ଦୋକାନକୁ ସିଲ୍ କରିଛନ୍ତି।

ବିଏମସି ସୂତ୍ର ଅନୁଯାୟୀ ରସୁଲଗଡ, ଡମଣା, କେୟାର ହସ୍ପିଟାଲ, ଜୟଦେବ ବିହାର ଏବଂ ଆଚାର୍ଯ୍ୟ ବିହାରରେ ଥିବା ମଦ ଦୋକନଗୁଡିକୁ ବିଏମ୍‌ସି ସିଲ୍‌ କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.