ଯାଜପୁର : ବିରଳ ଶାଗୁଣା ଉଦ୍ଧାର । ଯାଜପୁରର ନିଳାପଦା ଅଞ୍ଚଳରୁ ବିରଳ ଶାଗୁଣା ଉଦ୍ଧାର ହୋଇଥିଲା । ଆଜି ଶାଗୁଣାକୁ ବନ ବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରାଯାଇଛି । ସୂଚନା ଅନୁଯାୟୀ ଗତକାଲି ନିଳାପଦା ନିକଟସ୍ଥ ନଦୀ ପଠାରୁ ଏକ ବିରଳ ଶାଗୁଣାକୁ ଗ୍ରାମବାସୀ ମାନେ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ । ଆଜି ସକାଳୁ ଯାଜପୁର ରୋଡ଼ ବନ ବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚି ଶାଗୁଣାଟିକୁ ଉଦ୍ଧାର କରିଛନ୍ତି ।
BREAKING NEWS
- ଏହି ରେଷ୍ଟୁରାଣ୍ଟରେ ଦେହରୁ କପଡ଼ା ଖୋଲି ଡିନର କରିଥାନ୍ତି ଗ୍ରାହକ
- ହାତରେ ଛଅଟି ଆଙ୍ଗୁଠି ଥିଲେ ସାବଧାନ ! ଜାଣନ୍ତୁ ଏହାର କାରଣ
- ହୋଲି ପରେ ମୁହଁରେ ଲଗାନ୍ତୁ ଏହି ଫେସ ମାସ୍କ
- ମୋ ବସ୍ ଆଗରେ ଓ ପଛରେ ଲାଗିବ କ୍ୟାମେରା: ନଗର ଉନ୍ନୟନ ମନ୍ତ୍ରୀ
- ରାଜ୍ୟରେ ୫ ବର୍ଷରେ ୧୫,୦୦୦ କିଲୋମିଟର ଅତ୍ୟାଧୁନିକ ରାସ୍ତା ନିର୍ମାଣ ହେବ
- କେଶରୁ କିପରି ସହଜରେ ଛଡାଇବେ ହୋଲି ରଙ୍ଗ ? ଜାଣନ୍ତୁ…
- ଚା’କୁ କେତେ ସମୟ ଫୁଟାଇବା ଉଚିତ?
- ଭାରତର ଏହି ବ୍ୟକ୍ତି କରିଥିଲେ ପ୍ରଥମ ମୋବାଇଲ କଲ
- ଭିସୁଟ୍ ଛାତ୍ରୀଛାତ୍ରଙ୍କ ପାଇଁ କଟକଣା ଜାରି କଲେ କର୍ତ୍ତୃପକ୍ଷ
- ମଧୁବାବୁଙ୍କ ଜନ୍ମସ୍ଥଳୀ ଓ କର୍ମସ୍ଥଳୀର ଉନ୍ନତିକରଣ ନେଇ ମନ୍ତ୍ରୀ ପୃଥ୍ୱରାଜ ହରିଚନ୍ଦନଙ୍କ ସମୀକ୍ଷା
Comments are closed.