Latest Odisha News

ଦଳ ବିରୋଧୀ କାର୍ଯ୍ୟ ଲାଗି ବିଜେଡିରୁ ନିଲମ୍ବିତ ହେଲେ ପୂର୍ବତନ ବାଲେଶ୍ୱର ବିଧାୟକ

ଭୁବନେଶ୍ୱର: ବିଜେଡ ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁବାର ଦିନ ଜଣେ ବିଜେଡି ନେତାଙ୍କୁ ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ନିଲମ୍ବନ କରିଛନ୍ତି ।

ବିଜେଡିରୁ ନିଲମ୍ବିତ ହୋଇଥିବା ନେତା ଜଣଙ୍କ ହେଉଛନ୍ତି ପୂର୍ବତନ ବାଲେଶ୍ୱର ବିଧାୟକ ଜୀବନ ପ୍ରଦୀପ ଦାସ ।

ଏସମ୍ପର୍କରେ ତତକାଳୀନ ପଦକ୍ଷେପ ଗ୍ରହଣ କରିବା ଲାଗି ବିଜେଡି ସୁପ୍ରିମୋ ନିର୍ଦ୍ଦେଶ ଦେଇଥିବା ନେଇ ଜଣାପଡିଛି ।

ତେବେ ଶ୍ରୀ ଦାସ ୨୦୦୯ ଓ ୨୦୧୪ରେ ଦୁଇ ଥର ଲାଗି ବାଲେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ । ହେଲେ ୨୦୧୯ ନିର୍ବାଚନରେ ବିଜେପିର ମଦନ ମୋହନ ଦତ୍ତଙ୍କ ଠାରୁ ପରାସ୍ତ ହୋଇଥିଲେ ସେ ।

 

Comments are closed.