Latest Odisha News

ଛାଡ଼ିଲେ ବିଜେପି, ବିଜେଡ଼ିରେ ଯୋଗ ଦେଇପାରନ୍ତି ପୂର୍ବତନ ଚମ୍ପୁଆ ବିଧାୟକ ଧନୁର୍ଜୟ ସିଦୁ

କେନ୍ଦୁଝର: ବିଜେପି ଛାଡ଼ିଲେ ପୂର୍ବତନ ଚମ୍ପୁଆ ବିଧାୟକ ଧନୁର୍ଜୟ ସିଦୁୁ। ଆସନ୍ତା ଦିନରେ ସେ ବିଜେଡ଼ିରେ ଯୋଗଦେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି।

ଆଜି ତେନ୍ତଳପଶିଠାରେ ଆୟୋଜିତ ଏକ ବୈଠକରେ ଧନୁର୍ଜୟ ସିଦୁ ବିଜେପି ଛାଡ଼ିବା ନେଇ ଘୋଷଣା କରିଥିଲେ। ୨୦୦୪ ସେ କଂଗ୍ରେସ ପ୍ରାର୍ଥୀ ଭାବେ ବିଧାୟକ ସାଜିଥିଲେ। ତେବେ ୨୦୧୯ ନିର୍ବାଚନରେ ତେଲକୋଇରୁ ବିଜେପି ଟିକେଟରେ ଲଢ଼େଇ କରି ପରାସ୍ତ ହୋଇଥିଲେ।

Comments are closed.