Latest Odisha News

ପୂର୍ବତନ ନୌସେନା ମୁଖ୍ୟ ସୁଶୀଲ କୁମାରଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ ନୌସେନା ମୁଖ୍ୟ ଆଡ୍‌ମିରାଲ୍‌ ସୁଶୀଲ କୁମାରଙ୍କର ବୁଧବାର ସକାଳେ ନୂଆଦିଲ୍ଲୀସ୍ଥିତ ଏକ ସାମରିକ ହସ୍‌ପିଟାଲ୍‌ରେ ଦେହାନ୍ତ ଘଟିଛି ।

ସ୍ୱଳ୍ପକାଳୀନ ଅସୁସ୍ଥତା ପରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ପ୍ରକାଶ ।

ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା।

୧୯୯୮ରୁ ୨୦୦୧ ଯାଏଁ ନୌସେନାର ମୁଖ୍ୟ ରହିଥିଲେ ଆଡ୍‌ମିରାଲ୍‌ ସୁଶୀଲ କୁମାର । ‘

Comments are closed.