ରାୟଗଡ଼ା : ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ଅସୁସ୍ଥ । ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ବରର ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଗତ ଦୁଇ ଦିନ ପୂର୍ବରୁ ମର୍ଣ୍ଣିଂ ଓ୍ବାକ୍ କରୁଥିବା ବେଳେ, ହଠାତ୍ ତଳେ ପଡ଼ି ଯାଇଥିଲେ । ଫଳରେ ଅସୁସ୍ଥ ହୋଇ ସ୍ଥାନୀୟ ଡାକ୍ତର ଦ୍ବାରା ଚିକିତ୍ସିତ ହେଉଥିଲେ । ହେଲେ ଆଜି ହଠାତ୍ ଅଧିକ ଅସୁସ୍ଥ ହେବା ସହ ସେ କାହାକୁ ଚିହ୍ନି ପାରିନଥିଲେ । ଏହାସହ ମୁହଁ ସାମାନ୍ୟ ବଙ୍କା ହୋଇଯିବାରୁ ତାଙ୍କୁ ଭୁବନେଶ୍ବର ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ରାୟଗଡାର ପୂର୍ବତନ ବିଧାୟକ ହେଉଛନ୍ତି ଲାଲବିହାରୀ ହିମିରିକା । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଦାୟିତ୍ବ ତୁଲାଇଛନ୍ତି ଲାଲ ବିହାରୀ ହିମିରିକା । ଗତ ୨୦୧୯ ସାଧାରଣ ନର୍ବାଚନରେ ପରାଜିତ ହୋଇଥିଲେ ।
BREAKING NEWS
- ଭାରତୀୟ ବ୍ୟବସାୟୀଙ୍କ ବଢିବ ଚିନ୍ତା: ପାଣି ବୋତଲ ଉପରେ ପ୍ରଭାବ ପକାଇପାରେ ଇରାନ ଯୁଦ୍ଧ
- ସାବଧାନ ! ଘରୁ ବାହାରିଲେ ଆପଣଙ୍କୁ ଦେବାକୁ ପଡିପାରେ ଟ୍ୟାକ୍ସ
- Removal of CEC Gyanesh Kumar: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ ବିରୋଧୀଙ୍କ ପ୍ରସ୍ତୁତି, ୧୯୩ ବିରୋଧୀ ସାଂସଦଙ୍କ ସ୍ୱାକ୍ଷର!
- US plane crashes in Iraq: ଯୁଦ୍ଧ ମଧ୍ୟରେ ଇରାକରେ ଟଳି ପଡିଲା ଆମେରିକୀୟ KC-135 ବିମାନ, ଥିଲେ ୫ କ୍ରୁ ସଦସ୍ୟ…
- ଭାରତର ସଫଳତା: ଯୁଦ୍ଧ ଭିତରେ ହର୍ମୁଜ୍ ପ୍ରଣାଳୀ ଦେଇ ମୁମ୍ବାଇରେ ପହଞ୍ଚିଲା ଅଶୋଧିତ ତେଲ
- ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଭଲ ଖବର: ଦିଲ୍ଲୀ-ରିୟାଦ ବିମାନ ସେବା ପୁନର୍ବାର ଆରମ୍ଭ
- ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି
- ପିଚୁ ଟ୍ୟାଙ୍କରରେ ଅଗ୍ନିକାଣ୍ଡ, ଡ୍ରାଇଭର ଜୀବନ୍ତ ଦଗ୍ଧ
- ବଢ଼ିଲା ଘୋଡ଼ା ବେପାର ଭୟ, ବେଙ୍ଗାଲୁରୁ ଗଲେ କଂଗ୍ରେସ ବିଧାୟକ
- ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା, ଉପର ମୁହାଁ ପାରଦ
Comments are closed.