ମୁମ୍ବାଇ: ମୁମ୍ବାଇ ଏନସିବିର ପୂର୍ବ ଜୋନାଲ ଅଧିକାରୀ ସମୀର ୱାଙ୍ଖେଡଙ୍କୁ ହତ୍ୟା ଧମକ ମିଳିଛି । ସୋସିଆଲ ମିଡିଆ ମାଧ୍ୟମରେ ଏହି ଧମକ ପାଇବା ପରେ ସେ ସମୀର ଗୋରଗାଁଓ ପୋଲିସ ଷ୍ଟେସନରେ ଏ ନେଇ ଅଭିଯୋଗ କରିଛନ୍ତି । ୧୪ ଅଗଷ୍ଟରେ ମିଳିଥିବା ଏହି ଧମକରେ ଟ୍ୱିଟ କରାଯାଇଥିଲା ତୁମକୋ ପତା ନେହି ତୁମନେ କ୍ୟା କିୟା, ତୁମକୋ ଇସକା ହିସାବ ଦେନା ପଡେଗା । ଏହା ପରେ ଆଉ ଏକ ଟ୍ୱିଟରେ ହମ ତୁମକୋ ଖତମ କର ଦେଙ୍ଗେ ଲେଖା ହୋଇଥିଲା । ନିକଟରେ ସମୀର ମୁସଲମାନ ନୁହେଁ ବୋଲି କୋର୍ଟଙ୍କ ପକ୍ଷରୁ କ୍ଲିନଚିଟ ପ୍ରଦାନ କରାଯାଇଛି । ଏନସିପି ନେତା ନୱାବ ମଲିକ ଆରକ୍ଷଣ ଫାଇଦା ପାଇଁ ନକଲି ଜନ୍ମ ପ୍ରମାଣ ପତ୍ର ପ୍ରସ୍ତୁତ କରିଥିବା ଅଭିଯୋଗ କରିଥିଲେ । ଏହା ପରେ ତଦନ୍ତ ଆରମ୍ଭ ହୋଇଥିଲା । ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲାରେ ସମୀର ଚର୍ଚ୍ଚାକୁ ଆସିଥିଲେ ।
BREAKING NEWS
- ଆସନ୍ତା ୨୮ରୁ ଚାଲିବ ବଜେଟ ଅଧିବେଶନ
- Us Sell Oil To India: ଭାରତକୁ ତେଲ ବିକିବ ଆମେରିକା
- Iran Protests: ଇରାନରେ ବ୍ୟାପିଲା ବିଦ୍ରୋହ, ଇଣ୍ଟରନେଟ୍ ସେବା ବନ୍ଦ
- Ama Bus: ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଲା ‘ଆମ ବସ୍’
- School Timings Changed: କଲବଲ କରୁଛି ଥଣ୍ଡା: କଟକ ଜିଲ୍ଲାରେ ବଦଳିଲା ସ୍କୁଲ ସମୟ
- Hit and Run Case: ୧୫ ଜଣଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ କାର
- Himachal Accident: ହିମାଚଳ ବସ୍ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା
- Cold Wave: ଓଡିଶାରେ ହାଡ଼ଭଙ୍ଗା ଶୀତ, ଅନେକ ଜିଲ୍ଲାରେ ‘କୋଲ୍ଡ ୱେଭ୍’ ଆଲର୍ଟ
- Cyber Fraud: ୬.୨୭ କୋଟିର ସାଇବର ଫ୍ରଡ୍ ମାମଲା ; ୧୬ ବ୍ୟାଙ୍କ ଜମା ଖାତା ଜବତ,୫ ଗିରଫ
- କଳାହାଣ୍ଡିରୁ ଚାଲାଣ ହେଉଥିଲା କଇଁଛ..୮୩ଟି ଜୀବନ୍ତ କଇଁଛ ଜବତ, ଦୁଇ ଗିରଫ
Comments are closed.