Latest Odisha News

BREAKING NEWS

କଂଗ୍ରେସ ଛାଡିଲେ ‘ଭିମସାର୍’ ପୂର୍ବତନ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ

ଭୁବନେଶ୍ୱର : ବୁର୍ଲା ସ୍ଥିତ ଭିମସାର୍ ମେଡିକାଲର ପୂର୍ବତନ ନିର୍ଦ୍ଦେଶକ ଡଃ ଅଶ୍ୱିନୀ ପୂଜାହାରୀ ସୋମବାର ଦିନ କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।

ଶ୍ରୀଯୁକ୍ତ ପୂଜାହାରୀ ନିଜ ଇସ୍ତଫା ପତ୍ର ସମ୍ବଲପୁର କଂଗ୍ରେସ ସଭାପତି ଏବଂ ଏଆଇସିସି ଅଧ୍ୟକ୍ଷଙ୍କ ନିକଟକୁ ପଠାଇଛନ୍ତି ।

ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ଅଶ୍ୱିନୀ ପୂଜାହାରୀ କଂଗ୍ରେସ ଟିକେଟରେ ସମ୍ବଲପୁର ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ । ପରବର୍ତ୍ତୀ ସମୟରେ ସେ ନିର୍ବାଚନରେ ପରାଜିତ ହୋଇଥିଲେ ।

Leave A Reply

Your email address will not be published.