Latest Odisha News

BREAKING NEWS

ଫର୍ଚୁନ ଇଣ୍ଡିଆ ଶକ୍ତିଶାଳୀ ମହିଳା: ଶୀର୍ଷରେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଫର୍ଚୁନ ଇଣ୍ଡିଆ ଦେଶର ୫୦ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣମଣ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି ହୁ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ ଓ ବାୟୋକନର କାର୍ଯ୍ୟନିର୍ବାହୀ ଅଧ୍ୟ କିରଣ ମଜମୁଦାର ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି ।

ସୁଚିତ୍ରା ଇଲା, ଅରୁନ୍ଧତି ଭଟ୍ଟାଚାର୍ଯ୍ୟ, ଗୀତା ଗୋପୀନାଥ, ଟେସୀ ଥୋମାସ, ରେଖା ଏମ ମେନନ ୫ମରୁ ୯ମ ସ୍ଥାନ ମଧ୍ୟରେ ରହିଛନ୍ତି । ୧୦ମ ସ୍ଥାନରେ ସୁନୀତା ରେଡ୍ଡୀ, ଶୋଭନା କାମିନେନି, ପ୍ରୀଥା ରେଡ୍ଡୀ ଓ ସଙ୍ଗୀତା ରେଡ୍ଡୀ ମିଳିତ ଭାବେ ରହିଛନ୍ତି ।

Leave A Reply

Your email address will not be published.