Latest Odisha News

୪ ସିଂହ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ, ସିଙ୍ଗାପୁର ପ୍ରାଣୀ ଉଦ୍ୟାନରେ ଚାରିଟି ଏସିଆଟିକ୍ ସିଂହ କରୋନା ସଂକ୍ରମିତ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିବା ପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏସିଆ ରିପୋର୍ଟରେ ପ୍ରାଣୀ ଉଦ୍ୟାନର ଅପରେଟର ମାନ୍ଦାଇ ୱାଇଲ୍ଡ ଲାଇଫ୍ ଗ୍ରୁପ୍‌ର ସଂରକ୍ଷଣ, ଅନୁସନ୍ଧାନ ଏବଂ ପ୍ରାଣୀ ଚିକିତ୍ସାର ଉପାଧ୍ୟକ୍ଷ କହିଛନ୍ତି ଯେ ସମସ୍ତ ସିଂହ ସୁସ୍ଥ ଅଛନ୍ତି ଏବଂ ସେମାନେ ଭଲ ଖାଉଛନ୍ତି।

Comments are closed.