Latest Odisha News

BREAKING NEWS

ଚିନ୍ତା ବଢ଼ାଉଛି କରୋନା: ନ୍ୟୁୟର୍କ ଚିଡିଆଖାନାରେ ପଜିଟିଭ ଚିହ୍ନଟ ହେଲେ ଆଉ ୭ ଜନ୍ତୁ

ନ୍ୟୁୟର୍କ: କରୋନାରେ କବଳିତ ସାରା ବିଶ୍ୱ। ସାରା ମାନବ ଜାତି ଏହି ସଙ୍କଟ ସମୟକୁ ସାମ୍ନା କରିଥିବା ବେଳେ ପଶୁ ମଧ୍ୟ ଏଥିରୁ ବାଦ୍ ପଡି ନାହାଁନ୍ତି ।

ନ୍ୟୁୟର୍କର ବ୍ରୋନକ୍ସ ଚିଡିଆଖାନାରେ ପୁଣି ୭ ଟି ଜନ୍ତୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛି ୪ ବାଘ ଓ ୩ ସିଂହ ।
ଚିଡ଼ିଆଖାନାର ଦେଖାଶୁଣା କରୁଥିବା ଓ୍ବାଇଲ୍ଡ ଲାଇଫ କଞ୍ଜରଭେଶନ ସୋସାଇଟି (ଡବ୍ଲ୍ୟୁସିଏସ୍‌) ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ପୂର୍ବରୁ ଏହି ଚିଡିଆଖାନାରେ ଗୋଟିଏ ୪ ବର୍ଷର ଏକ ବାଘୁଣୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା ।

Leave A Reply

Your email address will not be published.