ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରେ ୨୪ ଘଂଟାରେ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ୪ ଜଣଙ୍କ ମଧ୍ୟରେ ଏମ୍ସ ହସ୍ପିଟାଲର ଜଣେ କର୍ମଚାରୀ ଥିବା ଜଣାପଡିଛି ।
There are 3 local contact cases.
1 case belong to Aiginia, Patrapada area.
1 case is an employee of AIIMS Bhubaneswar.
1 case belongs to Dumduma area with secondary contact of one of the earlier positive case of Kalinga Vihar. 2/3— BMC (@bmcbbsr) June 4, 2020
ସେହିପରି ଅନ୍ୟ ଜଣେ ଆଇଗିଣିଆ ପାତ୍ରାପଡା ଅଂଚଳର ହୋଇଥିବା ବେଳେ ଆଉ ଜଣେ ଡୁମୁଡୁମା ଓ ଅନ୍ୟ ଜଣେ କଳିଙ୍ଗ ବିହାରର ବୋଲି ଜଣାପଡିଛି, ଯିଏକି କିଛି ଦିନ ହେବ ହୋମ କ୍ୱାରେଣ୍ଟାଇନ୍ରେ ଥିଲେ । ସେ ପୂର୍ବରୁ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍ କରି ସୂଚନା ଦେଇଛି ।
Comments are closed.