Latest Odisha News

BREAKING NEWS

୨୪ ଘଣ୍ଟାରେ ଭୁବନେଶ୍ୱରରେ ୪ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରେ ୨୪ ଘଂଟାରେ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ୪ ଜଣଙ୍କ ମଧ୍ୟରେ ଏମ୍‌ସ ହସ୍ପିଟାଲର ଜଣେ କର୍ମଚାରୀ ଥିବା ଜଣାପଡିଛି ।

ସେହିପରି ଅନ୍ୟ ଜଣେ ଆଇଗିଣିଆ ପାତ୍ରାପଡା ଅଂଚଳର ହୋଇଥିବା ବେଳେ ଆଉ ଜଣେ ଡୁମୁଡୁମା ଓ ଅନ୍ୟ ଜଣେ କଳିଙ୍ଗ ବିହାରର ବୋଲି ଜଣାପଡିଛି, ଯିଏକି କିଛି ଦିନ ହେବ ହୋମ କ୍ୱାରେଣ୍ଟାଇନ୍‌ରେ ଥିଲେ । ସେ ପୂର୍ବରୁ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍ କରି ସୂଚନା ଦେଇଛି ।

Leave A Reply

Your email address will not be published.