ନୂଆଦିଲ୍ଲୀ: ଫ୍ରାନ୍ସରେ କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଲକ୍ଡାଉନ୍ ଲାଗୁ କରାଯାଇଛି। ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ବୁଧବାର ଫ୍ରାନ୍ସକୁ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ସେ କହିଛନ୍ତି ଯେ ଏହାଦ୍ବାରା କୋଭିଡ-୧୯ ସଂକ୍ରମଣର ତୃତୀୟ ତରଙ୍ଗକୁ ହଟାଇବାକୁ ଚେଷ୍ଟା କରାଯାଉଥିବା ବେଳେ ସ୍କୁଲଗୁଡିକ ମଧ୍ୟ ତିନି ସପ୍ତାହ ପାଇଁ ବନ୍ଦ ରହିବ।
ରାଷ୍ଟ୍ରପତି ଦେଶକୁ ସମ୍ବୋଧିତ କରି କହିଛନ୍ତି ଯେ ଯଦି ଆମେ ବର୍ତ୍ତମାନ ପଦକ୍ଷେପ ନଦେବା ତେବେ ଆମେ ନିୟନ୍ତ୍ରଣ ହରାଇବୁ।
Comments are closed.