Latest Odisha News

ବେକାବୁ କରୋନା; ଫ୍ରାନ୍ସରେ ଲକ୍‌ଡାଉନ୍‌; ତିନି ସପ୍ତାହ ପାଇଁ ସ୍କୁଲ ବନ୍ଦ

ନୂଆଦିଲ୍ଲୀ: ଫ୍ରାନ୍ସରେ କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ବୁଧବାର ଫ୍ରାନ୍ସକୁ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ସେ କହିଛନ୍ତି ଯେ ଏହାଦ୍ବାରା କୋଭିଡ-୧୯ ସଂକ୍ରମଣର ତୃତୀୟ ତରଙ୍ଗକୁ ହଟାଇବାକୁ ଚେଷ୍ଟା କରାଯାଉଥିବା ବେଳେ ସ୍କୁଲଗୁଡିକ ମଧ୍ୟ ତିନି ସପ୍ତାହ ପାଇଁ ବନ୍ଦ ରହିବ।

ରାଷ୍ଟ୍ରପତି ଦେଶକୁ ସମ୍ବୋଧିତ କରି କହିଛନ୍ତି ଯେ ଯଦି ଆମେ ବର୍ତ୍ତମାନ ପଦକ୍ଷେପ ନଦେବା ତେବେ ଆମେ ନିୟନ୍ତ୍ରଣ ହରାଇବୁ।

Leave A Reply

Your email address will not be published.