Latest Odisha News

BREAKING NEWS

ତ୍ରୟୋମାସିକ ପତ୍ରିକା ବୋଉର ବନ୍ଧୁ ମିଳନ

ଭୁବନେଶ୍ୱର : ଭୁବନେଶ୍ବର ୟୁନିଟ ୯ ସ୍ଥିତ ଜନକଲ୍ୟାଣ ଭବନରେ ତ୍ରୟୋମାସିକ ପତ୍ରିକା “ବୋଉ”ର ବନ୍ଧୁମିଳନ ଓ “ରାଷ୍ଟ୍ରର ପ୍ରଗତିରେ ମାତୃଶକ୍ତିର ଭୂମିକା” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ବନମାଳୀ ସାମନ୍ତରାୟ, ସଂଜୟ କୁମାର ଚୌଧୁରୀ, ସମିତା ମହାରଣା, ମନୀଷା ରାୟ, ଜେମାମଣି ଦିଲ୍ଲୀପ କୁମାର ରାୟ , ଲବଣେଶ୍ୱର ବାରିକ ପ୍ରମୁଖ ଯୋଗ ଦେଇ ରାଷ୍ଟ୍ରର ପ୍ରଗତିରେ ମାତୃଶକ୍ତିର ଭୂମିକା ଉପରେ ଗୁରୁତ୍ୱାରୋପଣ କରିଥିଲେ ।ମା ମାଟି ଓ ମାତୃଭାଷା ପାଇଁ ସମର୍ପିତ ଭାବରେ କାର୍ଯ୍ୟ କରିବା ସହ ସାହିତ୍ୟର ବ୍ୟାପକ ପ୍ରଚାର ପ୍ରସାର ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।

Leave A Reply

Your email address will not be published.