ଜାଣନ୍ତୁ ‘ଲାଲ୍ କିଲ୍ଲା’ ସମ୍ବଦ୍ଧରେ କିଛି ଅଜଣା କଥା
କଳା ସଂସ୍କୃତିର ସାମ୍ରାଜ୍ୟ ଆମଦେଶ ଭାରତ । ନିଜର ଐତିହ ଓ ପରମ୍ପରା ପାଇଁ ସାରା ବିଶ୍ୱରେ ଏହା ସୃଷ୍ଟି କରିପାରିଛି ନିଜର ଏକ ସ୍ୱତନ୍ତ୍ର ପରିଚୟ । ଭାରତର କୋଣ ଅନୁକୋଣରୁ ଭାସି ଆସେ ଏହାର ମହାନତାର ବାସ୍ନା ।
ଏଠାକାର ମନ୍ଦିର ଓ ପ୍ରସ୍ତର ଆଜିବି ନିଜ ଭିତରେ ସାଇତି ରଖିଛନ୍ତି ହଜାର ହଜାର…