Latest Odisha News

BREAKING NEWS

ଖୋଲିଲା ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍

ଭୁବନେଶ୍ୱର: ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଡ୍ୟାମରେ ଜଳସ୍ତର ବଢୁଛି। ଏଥିପାଇଁ ରବିବାର ସକାଳେ ହୀରାକୁଦ ଡ୍ୟାମରେ ଆଉ ୬ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ଏହା ସହିତ ମୋଟ ୨୦ ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ତେବେ ହୀରାକୁଦ ଜଳଭଣ୍ଡାରର ବାମ ପାର୍ଶ୍ୱରେ ନଅ ଏବଂ ଡାହାଣ ପାର୍ଶ୍ୱରେ…

ଆଗାମୀ ୩ ଘଣ୍ଟା ଯାଏଁ ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଭୁବନେଶ୍ୱର ସମେତ ଓଡିଶାର ୧୦ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ରବିବାର ଦିନ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- କେନ୍ଦୁଝର, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ନୟାଗଡ଼,…

ରତ୍ନଭଣ୍ଡାର ଗଣତି ମଣତି କରିବ ଉଚ୍ଚସ୍ତରୀୟ ଟିମ୍

ପୁରୀ: ଆଜି ପୁରୀରେ ଆୟୋଜିତ ବିଜେପି ବୈଠକରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ପରେ ରତ୍ନଭଣ୍ଡାର ନେଇ ବଡ ବୟାନ ଦେଇଛନ୍ତି ଧର୍ମେନ୍ଦ୍ର । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ରତ୍ନଭଣ୍ଡାର ଯାଞ୍ଚ ଓ ଗଣତି ମଣତି ଖୁବ୍ ଶୀଘ୍ର ହେବ । ଏଥିପାଇଁ…

ଡ୍ରାଭିଡ, ବର୍ଡର, ପଂଟିଂଙ୍କ ରେକର୍ଡ ଭାଙ୍ଗିଲେ ରୁଟ

ଲଣ୍ଡନ: ଇଂଲଣ୍ଡ-ଶ୍ରୀଲଙ୍କା ମ୍ୟାଚେଂଷ୍ଟର ଟେଷ୍ଟରେ ଜୋ ରୁଟ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଟେଷ୍ଟ କ୍ରିକେଟରେ ସର୍ବାଧିକ ୬୪ ଅର୍ଦ୍ଧଶତକ ହାସଲ କରି ସେ ରାହୁଲ ଡ୍ରାଭିଡ, ଆଲାନ ବର୍ଡର ଓ ରିକି ପଂଟିଂଙ୍କୁ ପଛରେ ପକାଇ ଦେଇଛନ୍ତି । ଓଭରାଲ ସେ ତୃତୀୟ ସ୍ଥାନରେ ରହିଛନ୍ତି ।…

୧୭ରେ ଓଡିଶା ଆସିବେ ମୋଦି, ମହିଳାଙ୍କୁ ଦେବେ ସୁଭଦ୍ରାର ପ୍ରଥମ କିସ୍ତି

ଭୁବନେଶ୍ବର: ସେପ୍ଟେମ୍ବର ୧୭ରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁଭଦ୍ରା ଯୋଜନାର ଶୁଭାରମ୍ଭ କରି ମହିଳାଙ୍କୁ ସୁଭଦ୍ରା ସହାୟତାର ପ୍ରଥମ କିସ୍ତି ଦେବାପାଇଁ ମୋଦି ଓଡିଶା ଆସିବେ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଆଜି…

ବିଧାୟକଙ୍କୁ ପାଠ ପଢାଇଲେ ନବୀନ; କହିଲେ ପ୍ରଭାବଶାଳୀ ବିରୋଧୀ ଗଣତନ୍ତ୍ରର ରକ୍ଷକ

ଭୁବନେଶ୍ବର: ଶଙ୍ଖଭବନରେ ନିଜ ବିଧାୟକଙ୍କୁ ପାଠ ପଢାଇଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ନବନିର୍ବାଚିତ ୧୮ ବିଧାୟକଙ୍କ ସମେତ ମୋଟ ୫୧ ଜଣ ବିଧାୟକଙ୍କୁ ତାଲିମ୍ ଦେଲେ ବିଜେଡି ମୁଖିଆ । କହିଲେ, ବିଧାନସଭାରେ ଯେତିକି ସରକାରଙ୍କର ଗୁରୁତ୍ବ ରହିଛି ସେତିକି ଗୁରତ୍ବ ରହିଛି ବିରୋଧୀଙ୍କର ।…

କୋଲକାତା ଲଜ୍ଜା: ସିବିଆଇ ଜାଲରେ କିପରି ଫସିଲେ ସନ୍ଦୀପ ଘୋଷ ?

କୋଲକାତା: ସନ୍ଦୀପ ଘୋଷଙ୍କ ଘରେ ସିବିଆଇ ରେଡ୍‌ କରିଛି। ଆର୍‌.ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ସିବିଆଇ ଚଢାଉ କରିଛି। ଦୁର୍ନୀତି ଅଭିଯୋଗରେ କୋଲକାତାର ୧୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଅନ୍ୟପଟେ ଅଭିଯୁକ୍ତ ସଞ୍ଜୟ ରୟର ପଲିଗ୍ରାଫ…

ୟୁପିର ବିଜନୋରରେ ଦୁଇ ଖଣ୍ଡ ହେଲା କିସାନ ଏକ୍ସପ୍ରେସ

ଲକ୍ଷ୍ନୌ: ୟୁପିର ବିଜନୋରରେ କିସାନ ଏକ୍ସପ୍ରେସ ଦୁଇଟି ଭାଗରେ ବିଭକ୍ତ ହୋଇଯାଇଛି। ଇଞ୍ଜିନ୍ ପ୍ରାୟ ୧୩ଟି ବଗିକୁ ନେଇ ୪ କିଲୋମିଟର ଆଗକୁ ଚାଲିଯାଇଥିଲା। ଫଳରେ ୮ଟି ବଗି ପଛରେ ରହିଯାଇଥିଲା। ତେବେ ଦୁର୍ଘଟଣା ସମୟରେ ଟ୍ରେନର ଗତି ୮୦ ରୁ ୯୦ କିଲୋମିଟର ଥିଲା। କିସାନ ଏକ୍ସପ୍ରେସ (୧୩୩୦୭)…

କବିତା ନିରଂତର : ବାଇମନରେ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’  ବାଇମନ ରେ, ତୁ ତ ନିଜେ ଅରୂପ କିପାଇଁ ଏ ତୁଚ୍ଛ ଶରୀର ଉପରେ ଦେଖାଇଚାଲିଛୁ ଏତେ ପ୍ରକୋପ ? ବାଇମନ ରେ, ତୋର ନାହିଁ ତ ଡେଣା ତଥାପି ଆକାଶ ମାପିବା କୌଶଳ କେମିତି ପଡ଼ିଲା ତୋତେ ହିଁ ଜଣା ? ବାଇମନ ରେ, ତୋର ଅଜଣା…

ଗ୍ୟାଙ୍ଗଷ୍ଟାର ସେଲରୁ ମିଳିଲା ଫୋନ୍: ଜେଲ୍ ଭିତରେ ଗ୍ୟାଙ୍ଗଷ୍ଟାରକୁ ଫୋନ୍ ଦେଲା କିଏ?

ବଲାଙ୍ଗିର: ଓଡିଶା ଜେଲରେ ସୁରକ୍ଷା ବ୍ୟବସ୍ଥାରେ ବଡ ବ୍ୟତିକ୍ରମ । ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ ସେଲ୍‌ରୁ ମିଳିଲା ସ୍ମାର୍ଟଫୋନ୍ । ବଲାଙ୍ଗିର ଜେଲ୍‌ରେ ଚଢାଉ କରି ତନଘନା କରିବା ବେଳେ ଗ୍ୟାଙ୍ଗଷ୍ଟାର ପାଖରୁ ସ୍ମାର୍ଟଫୋନ୍ ଜବତ କରିଛି ପୋଲିସ । ଏଥିସହିତ ନିଶା ଦ୍ରବ୍ୟ ମଧ୍ୟ ଠାବ କରିଛି…