Latest Odisha News

BREAKING NEWS

ବଡ ଖବର: ୟୁନିଫାଏଡ୍‌ ପେନସନ୍‌ ସ୍କିମ୍‌କୁ ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି । ୟୁନିଫାଏଡ୍‌ ପେନସନ୍‌ ସ୍କିମ୍‌କୁ ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର । ୟୁନିଫାଏଡ୍‌ ପେନସନ୍‌ ସ୍କିମ୍‌କୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ । ସ୍କିମ୍‌ ଦ୍ବାରା ୨୩ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ । ୨୦୨୫ ଏପ୍ରିଲ ୧ ତାରିଖରୁ ଲାଗୁ…

କାହିଁକି ହରିୟାଣା ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ଚାହୁଁଛି ବିଜେପି

ହରିୟାଣା: ହରିୟାଣା ବିଧାନସଭା ନିର୍ବାଚନର ତାରିଖ ପରିବର୍ତ୍ତନ କରିବାକୁ ରାଜ୍ୟ ବିଜେପି ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଛି। ବିଜେପି ରାଜ୍ୟ ସଭାପତି ମୋହନ ଲାଲ ବାଦୋଲି ଚିଠିରେ ଲେଖିଛନ୍ତି ଯେ ୨୮ ଓ ୨୯ ସେପ୍ଟେମ୍ବର ଶନିବାର ଏବଂ ରବିବାର ପଡୁଛି। ଅକ୍ଟୋବର ୧ରେ ମତଦାନ ହେବ।…

୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ ଦେଶ: ଅମିତ ଶାହ

ରାୟପୁର: ନକ୍ସଲଙ୍କ ବିରୋଧରେ ଆର୍‌ପାର୍‌ ଲଢ଼େଇ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଆହ୍ବାନ । ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶ ନକ୍ସଲ ମୁକ୍ତ ହେବ ବୋଲି କହିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ବାମପନ୍ଥୀ ଉଗ୍ରବାଦ ହେଉଛି ଆଜିର ସବୁଠାରୁ ବଡ଼ ଆହ୍ୱାନ। ସମୁଦାୟ ୧୭,୦୦୦ ଲୋକ ଏହି ସମସ୍ୟାରେ…

ଓଡିଶାରେ ଶସ୍ୟ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଓୟୁଏଟିର ବହୁତ ବଡ ଅବଦାନ ରହିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ୪୮୪ ପ୍ରକାର ନୂଆ କିସମର ବିକାଶ କରି ରାଜ୍ୟରେ କୃଷି ବିକାଶରେ ମହତ୍ବପୂର୍ଣ୍ଣ ଯୋଗଦାନ ରଖିଛି। ଆଜି ଯଦି ଓଡିଶା ଚାଉଳ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ ହୋଇପାରିଛି ତେବେ ସେଥିରେ ଆମ କୃଷି ବିଶ୍ବବିଦ୍ୟାଳୟର ଗୁରୁତ୍ବପୂର୍ଣ୍ଣ ଅବଦାନ…

ମିଛଧରା ଟେଷ୍ଟରୁ ସତ ଧରିବ ସିବିଆଇ

କୋଲକାତା: କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ପରେ ତଦନ୍ତ ଜୋରଦାର କରିଛି ସିବିଆଇ । ସବୁ ଦିଗରୁ ତଦନ୍ତ ଜାରି ରଖିଛି ଏଜେନସୀ । ସତ ଓଗାରିବା ପାଇଁ ଅଭିଯୁକ୍ତ ସଂଜୟ ରାୟର ପଲିଗ୍ରାଫ୍ ଟେଷ୍ଟ କରାଯାଇଛି । ଆରଜି କର ମେଡିକାଲ କଲେଜ ଓ…

ମହାରାଷ୍ଟ୍ର ଓ ରାଜସ୍ଥାନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ଲକ୍ଷପତି ଦିଦି ସମ୍ମିଳନୀରେ ହେବେ ସାମିଲ

ନୂଆଦିଲ୍ଲୀ: ଆସନ୍ତାକାଲି ମହାରାଷ୍ଟ୍ର ଓ ରାଜସ୍ଥାନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ । ଦିନ ୧୧.୧୫ରେ ଜଲଗାଓଁରେ ଆୟୋଜିତ ଲକ୍ଷପତି ଦିଦି ସମ୍ମିଳନୀରେ ଅଂଶଗ୍ରହଣ କରିବେ ମୋଦୀ । ସେଠାରୁ କାର୍ଯ୍ୟକ୍ରମ ଶେଷ କରି ଅପରାହ୍ନ ସାଢେ ୪ଟାରେ ଯୋଧପୁରରେ ରାଜସ୍ଥାନ ହାଇକୋର୍ଟର ପ୍ଲାଟିନମ୍…

ଏଣିକି ଅଫିସ ସରିଲା ପରେ ବସଙ୍କ ଫୋନକଲ୍ କାଟିପାରିବେ କର୍ମଚାରୀ

କାନବେରା: ଅଷ୍ଟ୍ରେଲିଆର କର୍ମଚାରୀ ମାନେ ସୋମବାର ଠାରୁ ୱାର୍କିଂ ଆୱାର ପରେ ମାଲିକଙ୍କ କଲକୁ ଅଣଦେଖା କରିବାର ଅଧିକାର ପାଇବେ। ଏହି ନୂଆ ନିୟମରେ ଏଣିକି କର୍ମଚାରୀମାନେ ମାଲିକ ବା ବସ୍ ଙ୍କ ଫୋନକୁ ଡିସକନେକ୍ଟ କରିବାକୁ ଅଧିକାର ଦେଇଛି। ଫେବୃଆରୀରେ ପାରିତ ହୋଇଥିଲା ଏହି ନିୟମ। ତେବେ…

କୋଲକାତା ଲଜ୍ଜା: ଗିରଫ ହୋଇପାରନ୍ତି ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ

କୋଲକାତା: କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବଢିଲା ସନ୍ଦୀପ ଘୋଷଙ୍କ ଅଡ଼ୁଆ। ସନ୍ଦୀପ ନାଁରେ ଏତଲା କଲା ସିବିଆଇ । ଆର୍‌.ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ନାଁରେ ସିବିଆଇର ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ଏତଲା ଦାୟର କରାଯାଇଛି । ଏତଲା କପି ସିଜେଏମ୍‌ କୋର୍ଟରେ…

ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ୬ ଦିନିକିଆ ଟେଷ୍ଟ ମ୍ୟାଚ

କଲମ୍ବୋ: ଶ୍ରୀଲଙ୍କା ଓ ଇଂଲଣ୍ଡ ମଧ୍ୟରେ ଏବେ ଟେଷ୍ଟ ସିରିଜ ଚାଲିଛି । ଏହା ପରେ ନ୍ୟୁଜିଲାଣ୍ଡ ଟିମ ଶ୍ରୀଲଙ୍କା ଗସ୍ତରେ ଆସିବ । ସେପ୍ଟମ୍ବର ୧୮ରୁ ଗାଲେରୁ ଏହି ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ । ପ୍ରଥମ ଟେଷ୍ଟ ପାଇଁ ୬ ଦିନର ସମୟ ରଖାଯାଇଛି । ସେପ୍ଟମ୍ବର ୨୧କୁ ବିଶ୍ରାମ ଦିବସ…

ନା ଜେଲ ନା ଫାଶୀ… ପୁରାଣ କହୁଛି ମୃତ୍ୟୁ ପରେ ଦୁଷ୍କର୍ମକାରୀଙ୍କୁ ମିଳେ…..

କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ଯେଉଁଭଳି ଭାବେ ନରହନ୍ତା ରାକ୍ଷସ ସଂଜୟ ଦୁଷ୍କର୍ମ କରି କିଲବିଲ କରି ମାରିଛି ସେଥିରେ ଏବେ ଦେଶର ବୁକୁ ଫାଟିପଡୁଛି । ଏହି ମାମଲାରେ ଦେଶବାସୀ ଦୋଷୀକୁ କଠୋର ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି । ତେବେ…