Latest Odisha News

BREAKING NEWS

ନେତାଜୀଙ୍କ ଅବଶେଷକୁ ଭାରତ ଫେରାଇ ଆଣନ୍ତୁ; ମୋଦିଙ୍କୁ କଲେ ଅପିଲ୍  

ନୂଆଦିଲ୍ଲୀ: ନେତାଜୀଙ୍କ ଅବଶେଷକୁ ଭାରତ ଫେରାଇ ଆଣନ୍ତୁ।ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅଣନାତି ଚନ୍ଦ୍ର କୁମାର ବୋଷ ଜାପାନର ରେନକୋଜି ମନ୍ଦିରରୁ ସ୍ୱାଧୀନତା ସଂଗ୍ରାମୀଙ୍କ ମୃତଦେହର ଅବଶେଷକୁ ଭାରତକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି। ସେ ଶନିବାର…

ଜାତୀୟ ପତାକା ପୋଷ୍ଟର ଉପରେ ଗୋଡ ରଖି ବିବାଦରେ ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ: ଭାରତୀୟ ରେସଲର ବଜରଙ୍ଗ ପୁନିଆ ଜାତୀୟ ପତାକା ପୋଷ୍ଟର ଉପରେ ଗୋଡ ରଖି ବିବାଦରେ ପଡିଛନ୍ତି । ଭିନେଶ ସ୍ୱଦେଶ ପ୍ରତ୍ୟାବର୍ତନ କରିବା ପରେ ତାଙ୍କ ପାଇଁ ଭବ୍ୟ ସମ୍ବର୍ଦ୍ଧନାର ଆୟୋଜନ କରାଯାଇଥିଲା । ଏହି ଅବସରରେ ବଜରଙ୍ଗ ବୋନେଟ ଉପରେ ଛିଡା ହୋଇ ଭୀଡ ନିୟନ୍ତ୍ରଣ କରୁଥିଲେ ।…

ପରିବର୍ତ୍ତନ ପରେ ପ୍ରଥମ ପରୀକ୍ଷା

ଶ୍ରୀନଗର: ୧୦ ବର୍ଷ ପରେ ପୁଣି ଜାମ୍ମୁ ଓ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ ଓ କାଶ୍ମୀରରେ ପ୍ରଥମ ଥର ପାଇଁ ହେବ ଭୋଟ୍ । ଏଥର କିନ୍ତୁ ରାଜ୍ୟ ଭାବେ ନୁହେଁ । କେନ୍ଦ୍ର ଶାସିତ ଅଂଚଳ ଭାବେ ଜାମ୍ମୁ ଓ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବ ।…

ଘାଂଟୁଛି ସିବିଆଇ, ସନ୍ଦେହ ଘେରରେ ପୂର୍ବତନ ପ୍ରିନସିପାଲ

କୋଲକାତା: କୋଲକାତା ଆରଜି କର ମେଡିକାଲ ଓ ହସପିଟାଲ୍ ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା ଦିନକୁ ଦିନ ଜଟିଳା ହେଉଛି । ମାମଲାରେ ସିବିଆଇ ଜାରି ରଖିଛି ଖୋଳତାଡ । ଘଟଣାର ଟିକିନିଖି ତଦନ୍ତ କରୁଛି ସିବିଆଇ । ଆରଜି କର ହସପିଟାଲର ଜଘନ୍ୟ ଘଟଣା ଦେଶବ୍ୟାପୀ ଜନଆକ୍ରୋଶ ସୃଷ୍ଟି କରିଥିବା…

କୋଲକାତା ଲଜ୍ଜା: ଇ-ଟ୍ବେଣ୍ଟିଫୋର ଡାକ୍ତରଖାନାରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ

ପୁରୀ: ଆର. ଜି. କର ମେଡିକାଲ କଲେଜରେ ଳଜ୍ଜାକୁ ନେଇ ଏବେ ତେଜିଛି ପୂରା ଦେଶ । ପୂରା ଦେଶର ଡାକ୍ତରମାନେ ଏକ ଜାତୀୟ ସ୍ତରରେ ଜରୁରୀକାଳୀନ ସେବାକୁ ଛାଡି ଅନ୍ୟ ସମସ୍ତ ସେବା ବନ୍ଦ କରି ଟ୍ରେନି ଡାକ୍ତରଙ୍କୁ ନ୍ୟାୟ ଦେବା ସହ ଡାକ୍ତରମାନଙ୍କୁ କାମ ବେଳେ ସୁରକ୍ଷା ପ୍ରଦାନ ପାଇଁ ଦାବି କରିଛନ୍ତି…

ନିଜ ଦେଶର ନାଗରିକଙ୍କୁ ଦେଶ ଛାଡିବା ପାଇଁ ଅର୍ଥ ଦେଉଛି ସ୍ୱୀଡେନ

ନୂଆଦିଲ୍ଲୀ: ସ୍ୱୀଡେନ ସରକାର ନିଜ ଦେଶର ନାଗରିକଙ୍କୁ ଦେଶ ଛାଡିବା ପାଇଁ ଲୋଭନୀୟ ଅଫର ଦେଉଥିବା ଖବର ପ୍ରକାଶ ପାଇଛି । ୟୁରୋପିଆନ ୱେବସାଇଟ ଦି ନ୍ୟାଶନାଲ୍ସ ଅନୁସାରେ ପୂର୍ବରୁ ବିଦେଶରୁ ଆସି ସ୍ୱୀଡେନରେ ରହୁଥିବା ଲୋକଙ୍କ ପାଇଁ ଏହି ଅଫର ରହିଥିଲା । ଏବେ ସମସ୍ତଙ୍କ ପାଇଁ ଏହା ଲାଗୁ…

ଡାକ୍ତରଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ: ସ୍ବାସ୍ଥ୍ଯ ମନ୍ତ୍ରୀ

ଭୁବନେଶ୍ୱର: କୋଲକାତାର ଆରଜି କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନ୍ୟାୟ ଦାବି କରି ଦେଶବ୍ୟାପୀ ଡାକ୍ତରମାନେ ବିକ୍ଷୋଭରେ ସାମିଲ ହୋଇଛନ୍ତି। ଓଡିଶାରେ ସ୍ୱାସ୍ଥ୍ୟ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏନେଇ ଓଡିଶା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ…

ତହିସିଲଦାରଙ୍କୁ ପାଠ ପଢାଇଲେ ମନ୍ତ୍ରୀ, ମାଗିଲେ ଜବାବ

ସମ୍ବଲପୁର: ତହସିଲଦାରକୁ ପାଠ ପଢାଇଲେ ମନ୍ତ୍ରୀ । ଫାଇଲ କାହିଁକି ପେଣ୍ଡିଙ୍ଗ ପଡିଛି ସେନେଇ ଜବାବ ମାଗିଲେ । ଆଜି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ତହସିଲ ଅଫିସରେ । ତହସିଲ ଅଫିସକୁ ହଠାତ୍ ଗସ୍ତ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେଠାରେ ପହଞ୍ଚି ସରକାରୀ…

ଡାକ୍ତରଙ୍କ ସୁରକ୍ଷା ପାଇଁ ଗଠନ ହେବ କମିଟି, କେନ୍ଦ୍ରର ପ୍ରତିଶ୍ରୁତି

ନୂଆଦିଲ୍ଲୀ: କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆରଜି କର ମେଡିକାଲ କଲେଜରେ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି। ଯାହା ଫଳରେ ସ୍ବାସ୍ଥ୍ଯ ସେବା ବାଧାପ୍ରାପ୍ତ ହେଉଛି। ଡାକ୍ତରମାନଙ୍କୁ କାମକୁ ଫେରିବାକୁ ନିବେଦନ କରିଛି କେନ୍ଦ୍ର। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର…

ମାତ୍ର ୩୭ ବର୍ଷରେ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ବନିଲେ, ଜାଣନ୍ତୁ କିଏ ଏହି ପାଇତୋଙ୍ଗତାର୍ନ ଶିନାଓ୍ବତ୍ରା..

ବାଙ୍ଗକକ୍: ମାତ୍ର ୩୭ ବର୍ଷ ବୟସରେ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଗାଦି ସମ୍ଭାଳିଛନ୍ତି ପାଇତୋଙ୍ଗତାର୍ଣ୍ଣ ଶିନାଓ୍ବତ୍ରା । ପୂର୍ବ ପ୍ରଧାନମନ୍ତ୍ରୀ ତଥା ଅରବପତିଙ୍କର ଝିଅ ପାଇତୋଙ୍ଗତାର୍ନ ଥାଇଲାଣ୍ଡର ନେତୃତ୍ବ ନେଇ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ବନିଯାଇଛନ୍ତି । ଗତ ଶୁକ୍ରବାର…