ଆସାମର ୨୪ ସ୍ଥାନରେ ବୋମା; ଉଲ୍ଫା(ଆଇ)ର ଧମକପରେ ସର୍ଚ୍ଚ ଅପରେସନ ଆରମ୍ଭ
ଗୌହାଟି: ଦେଶ ପାଳୁଛି ସ୍ବାଧୀନତା ଦିବସ। ଏହି ଅବସରରେ ଆସାମରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଉଲ୍ଫା(ଆଇ) ରାଜ୍ୟର ୨୪ଟି ସ୍ଥାନରେ ବୋମା ରଖିଥିବା ଦାବି କରିଛି। ଯାହାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା ବେଳେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ନିଦ ହଜାଇ ଦେଇଛି ଏହି ଧମକ।…