ଆଡପ ଅଘଟଣ: ଆସିଲା ତଦନ୍ତ ରିପୋର୍ଟ, ପରିଚାଳନା କମିଟି ନେବ ଚୂଡାନ୍ତି ନିଷ୍ପତ୍ତି
ପୁରୀ: ଜୁଲାଇ ୯ ତାରିଖ ସଂଧ୍ୟାରେ ଆଡ଼ପ ପହଣ୍ଡି ବେଳେ ଚାରମାଳ ଉପରୁ ମହାପ୍ରଭୁ ମୁହଁମାଡି ପଡିଯିବା ପ୍ରସଙ୍ଗରେ ତିନିଜଣିଆ କମିଟି ତଦନ୍ତ କରି ରିପୋର୍ଟ ପ୍ରଦାନ କରିସାରିଛନ୍ତି । ଏନେଇ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ମହାପ୍ରଭୁ…