Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଫୋନ କରି କଥା ହେଲେ ମମତା ବାନାର୍ଜୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଫୋନ କରି କଥା ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ l ପଶ୍ଚିମବଙ୍ଗର ଶ୍ରମିକଙ୍କ ଉପରେ ଓଡ଼ିଶାରେ ଅତ୍ୟାଚାର ଅଭିଯୋଗ ହେଉଛି । ଏହାକୁ ଗୁରୁତ୍ୱର ସହ ନେବା ସହ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ମମତା ।…

‘କଙ୍ଗୁଭା’ ଟ୍ରେଲର ରିଲିଜ; ବବି ଦେବଲଙ୍କ ଭିଲେନ ଲୁକ୍ କୁ ମିଳୁଛି ଜବରଦସ୍ତ ରେସପନ୍ସ

ମୁମ୍ବାଇ: ଅକ୍ଟୋବର ୧୦ ରେ ସୂର୍ଯ୍ୟାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ରିଲିଜ ହେବ । ତେବେ ସୂର୍ଯ୍ୟାଙ୍କ ପ୍ରଶଂସକଙ୍କ ଅପେକ୍ଷା ର ଅନ୍ତ ଘଟିଛି, କାରଣ ସାଉଥ ସୁପରଷ୍ଟାରର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ 'କଙ୍ଗୁଭା' ର ଟ୍ରେଲର ରିଲିଜ ହୋଇଛି । ଯାହାକୁ ଏହି ଫିଲ୍ମ ର ନାମ ଘୋଷଣା…

ମୁଫାସା-୨ ରେ ଦେଖିବାକୁ ମିଳିବ ଶାହାରୁଖ ଖାନ ଆଣ୍ଡ ସନ୍‌ସଙ୍କ ଜଲୱା, ଆର୍ୟନଙ୍କ ପରେ ଏବେ ଅବରାମଙ୍କୁ କଲେ ଲଞ୍ଚ

ମୁମ୍ବାଇ: ମୁଫାସାର ପ୍ରଥମ ଭାଗରେ ଆପଣ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସ୍ୱରର ଡେବ୍ୟୁ ଦେଖିଥିବେ। କିନ୍ତୁ ବର୍ତ୍ତମାନ କିଙ୍ଗ ଖାନଙ୍କ ସାନପୁଅ ଅବରାମ ମଧ୍ୟ ମୁଫାସା ୨ ରେ ତାଙ୍କ ସ୍ୱର ସହିତ ବଲିଉଡରେ ଡେବ୍ୟୁ କରିଛନ୍ତି। ଯାହାର ଝଲକ ମୁଫାସା ଦି ଲାୟନ କିଙ୍ଗର ଟ୍ରେଲରରେ ଦେଖିବାକୁ…

ସେଂଟ୍ ମାର୍ଟିନ ପାଇଁ ହସିନାଙ୍କୁ ତଡିଲା ଆମେରିକା ?

ନୂଆଦିଲ୍ଲୀ: ବାଂଲାଦେଶର ଏକ ଛୋଟ ଆଇଲାଣ୍ଡ୍ ହେଲା କି ଶେଖ୍ ହସିନାଙ୍କ କ୍ଷମତାଚ୍ୟୁତର କାରଣ ? ଆଇଲାଣ୍ଡର ସାର୍ବଭୌମତ୍ୱ ନ ମିଳିବାରୁ ହସିନା ସରକାର ବିରୋଧରେ ଷଡଯନ୍ତ୍ର କରିଥିଲା କି ଆମେରିକା ? ବାଂଲାଦେଶର ବିକ୍ଷୋଭ ଓ ପ୍ରତିବାଦ ପଛରେ ଆମେରିକାର ହାତ ନେଇ ପ୍ରଥମ ଥର ପାଇଁ ଇସାରା କରିଛନ୍ତି…

ବିବାଦ…ବିତ୍ତିହୋତ୍ର…ବିଦାୟ

ଭୁବନେଶ୍ବର: ବିତ୍ତିହୋତ୍ର ମହାନ୍ତିଙ୍କ ମୃତ୍ୟୁ । ପୂର୍ବତନ ଜେଲ୍ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ରଙ୍କର ଭୁବନେଶ୍ବର ଏମସରେ ମୃତ୍ୟୁ ହୋଇଛି । ସେ ଷ୍ଟୋମାକ କ୍ୟାନସରରେ ଆକ୍ରାନ୍ତ ଥିଲେ । ପ୍ରଥମେ ତାଙ୍କୁ କଟକ ଆଚାର୍ଯ୍ୟ ହରିହର ମେଡିକାଲ ଓ ପରେ ଭୁବନେଶ୍ବର ଏମସରେ…

ବିଜେଡି ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟ ନୋଟିସ

କଟକ: ନିର୍ବାଚନରେ ଅନିୟମିତତା ମାମଲାରେ ଆଉ ଜଣେ ବିଧାୟକଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ନୋଟିସ ଜାରି ହୋଇଛି । ରସିଦ୍ ଅସଲମ ନାମକ ଜଣେ ଭୋଟର ସାରଦାଙ୍କ ନାଁରେ ମାମଲା ଦାଏର କରିଥିଲେ । ତେବେ ନାମାଙ୍କନ ବେଳେ ମିଥ୍ୟା ସତ୍ୟପାଠ…

ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରୁ ମୁକୁଳିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି। ସୂଚନା ଅନୁଯାୟୀ, ସେ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି। ଯେଉଁଥିରେ ସିବିଆଇ ଗିରଫଦାରୀକୁ…

ବେଗମ୍‌ଙ୍କ ଜନ୍ମଦିନରେ ମୁନାୱର ଫାରୁକି ହେଲେ ରୋମାଣ୍ଟିକ୍, ଭାଇରାଲ ହେଉଛି ଫଟୋ

ମୁମ୍ବାଇ:‘ବିଗ୍ ବସ୍-୧୭’ ବିଜେତା ତଥା ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ମୁନାୱର ଫାରୁକି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ସମୟରେ ଖବରରେ ରହିଥା’ନ୍ତି। କମେଡିଆନ ତାଙ୍କ ପତ୍ନୀ ମହଜବିନ କୋଟୱାଲାଙ୍କ ଜନ୍ମଦିନ ସେଲିବ୍ରେସନ କରିଛନ୍ତି। ଯାହାର ଫଟୋ ସେ ସୋସିଆଲ ମିଡିଆରେ ମଧ୍ୟ ସେୟାର…

ଭତ୍ତାଧାରୀ ବୟସ୍କଙ୍କ ସହ ପ୍ରତାରଣା କରିଛି ବିଜେପି: ନବୀନ

ଭୁବନେଶ୍ୱର: ବୟସ୍କଙ୍କ ଭତ୍ତା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ l ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି ବିଜେପିକୁ ଟାର୍ଗେଟ କରିଛନ୍ତି ନବୀନ l ନବୀନ ଲେଖିଛନ୍ତି ଯେ, ବିଜେପି ତାର ନିର୍ବାଚନୀ ଘୋଷଣାପତ୍ରରେ…

ହିଣ୍ଡେନବର୍ଗ ଝଟକା; ୧୭% ଖସିଲା ଆଦାନୀ ସେୟାର

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିପୋର୍ଟର ପ୍ରଭାବ ଆଦାନୀ ସେୟାର ଉପରେ ପଡ଼ିଛି। ସୋମବାର ଆଦାନୀ ଗ୍ରୁପ୍ କୁ ଝଟକା ଲାଗିଛି। ଆରମ୍ଭରୁ ଆଦାନୀ ଗ୍ରୁପର ସେୟାର ୧୭ ପ୍ରତିଶତ ପର୍ୟ୍ୟନ୍ତ କ୍ଷତିରେ କାରବାର କରୁଛି । ସେନସେକ୍ସରେ ଆଦାନୀ ଟୋଟାଲ ଗ୍ୟାସ୍ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।…