ରହସ୍ୟମୟ ମନ୍ଦିର: ଶିବ ଲିଙ୍ଗରେ କ୍ଷୀର ଢାଳିଲେ ବଦଳି ଯାଏ ରଙ୍ଗ
ଭୁବନେଶ୍ଵର: ଐତିହ୍ୟ, କଳା ଓ ଭାଷ୍କର୍ଯ୍ୟର ଦେଶ ହେଉଛି ଭାରତ । ଏଠାକାର ନଦୀ, ଝରଣା, ପାହାଡ, ମନ୍ଦିର ଆଦି ସବୁର ନିଜସ୍ଵ କାହାଣୀ । ନିଜ ନିଜର କାହାଣୀକୁ ନେଇ ଏସବୁ ପ୍ରସିଦ୍ଧ ଲାଭ କରିଛି । ସେହିପରି ଭାରତର କେରଳ ରାଜ୍ୟରେ ରହିଛି ଏପରି ଏକ ମନ୍ଦିର ଯାହାର ରହସ୍ୟ ସବୁଠାରୁ ଭିନ୍ନ ।…