Latest Odisha News

BREAKING NEWS

ରାଷ୍ଟ୍ରପତି ଭବନରେ ରାଜ୍ୟପାଳ ସମ୍ମିଳନୀକୁ ଉଦଘାଟନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ରାଜ୍ୟପାଳ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମ୍ମିଳନୀରେ କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ଗଢ଼ିତୋଳିବା ସହ ସାଧାରଣ ଲୋକଙ୍କ ପାଇଁ କଲ୍ୟାଣକାରୀ ଯୋଜନାକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା…

କିଙ୍ଗ ଖାନ୍‌ଠାରୁ ଢେର ଅଧିକା ଆୟ, ଜାଣନ୍ତୁ କିଏ ଏହି ଦୁନିଆର ସବୁଠାରୁ ଧନୀ ଅଭିନେତା

ମୁମ୍ବାଇ: ଦୁନିଆର ସବୁଠାରୁ ଧନୀ ଅଭିନେତାମାନଙ୍କ ମଧ୍ୟରେ ନିର୍ଦ୍ଦେଶକ, ନିର୍ମାତା ଏବଂ ଲେଖକ ଭାବରେ ଅଧିକଙ୍କୁ ପାଇବେ। କିନ୍ତୁ ଫୋର୍ବସ୍ ସେହି ବ୍ୟକ୍ତିଙ୍କୁ ଜଣେ ବିଲିୟନେୟାର ଅଭିନେତା ଭାବରେ ବିବେଚନା କରନ୍ତି ଯିଏ ଏପର୍ଯ୍ୟନ୍ତ ସେ ନିଜେ ନିର୍ମାଣ କରିଥିବା ବିଷୟବସ୍ତୁରେ ଶତପ୍ରତିଶତ…

ଗୃହରେ ବର୍ଷିଲେ ଓମ୍ ବିର୍ଲା; କହିଲେ, ଆପଣ ମହାଭାରତ କାହାଣୀ କୁହନ୍ତୁ ନାହିଁ, ପ୍ରଶ୍ନ ପଚାରନ୍ତୁ

ନୂଆଦିଲ୍ଲୀ: ଲୋକସଭା ଚାଲିଥିବାବେଳେ ଗୃହରେ ପ୍ରଶ୍ନକାଳ ସମୟରେ ଏକ ମଜାଦାର ଘଟଣା ସାମ୍ନାକୁ ଆସିଛି । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶୁକ୍ରବାର କାହାର ନାଁ ନ ନେଇ ହାସ୍ୟାସ୍ପଦ ଭାବରେ କହିଛନ୍ତି ଯେ, କିଛି ଦିନ ହେବ ଗୃହରେ ମହାଭାରତ କାହାଣୀ ବର୍ଣ୍ଣନା କରିବାର ବହୁତ ଶୁଣିବାକୁ ମିଳୁଛି ।…

ରିଲିଜ ହେଲା ଅକ୍ଷୟଙ୍କ ଅଭିନୀତ ଚଳଚ୍ଚିତ୍ର ଖେଲ ଖେଲ ମେଁ

ମୁମ୍ବାଇ: ଅକ୍ଷୟଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର l ଗତ କିଛି ବର୍ଷ ଧରି ଫ୍ଲପ ଫିଲ୍ମ ଦେବା ପରେ ଆଗକୁ ଆସୁଥିବା ଅକ୍ଷୟଙ୍କ ଫିଲ୍ମ ଖେଲ ଖେଲ ମେଁକୁ ବେଶ ଉତ୍ସାହିତ ଅଛନ୍ତି ପ୍ରଶଂସକ l ଆସନ୍ତା ଅଗଷ୍ଟ ପନ୍ଦରରେ ରିଲିଜ ହେବାକୁ ଥିବା ଅକ୍ଷୟଙ୍କ ଅଭିନୀତ ଚଳଚିତ୍ର ଖେଲ ଖେଲ ମେଁ ଟ୍ରେଲର…

ରାସ୍ତାରେ ଗାତ, ଗାଡି ଉପରେ ପଡିଛି କାନ୍ଥ; ବାଦଲ ଫଟା ବର୍ଷାରେ ବେହାଲ ଜାତୀୟ ରାଜଧାନୀ

ନୂଆଦିଲ୍ଲୀ: ସେ ଖରା ହେଉକି ବର୍ଷା ସବୁଥିରେ ବେହାଲ ଜାତୀୟ ରାଜଧାନୀ ଦିଲ୍ଲୀ । ଲାଗୁଛି ଯେମିତି ପ୍ରକୃତି ଏବେ ଦିଲ୍ଲୀ ଉପରେ ନାଖୁସ ଅଛି । ଖରା ଦିନେ ତତଲା ତାଓ୍ବା ଉପରେ ବସୁଥିବା ଦିଲ୍ଲୀକୁ ଏବେ ମୌସୁମୀ ଆଶ୍ବସ୍ତି ଦେବ କ’ଣ, ବର୍ଷାରେ ବି ଅସ୍ତବ୍ୟସ୍ତ ହୋଇପଡିଛି ଜାତୀୟ ରାଜଧାନୀ…

ପୁଣି ରାଜ୍ୟସଭା ଯିବେ ମମତା ମହନ୍ତ !

ଭୁବନେଶ୍ବର: ମମତାଙ୍କ ଜାଗାରେ କିଏ ଯିବେ ରାଜ୍ୟସଭା? ରିପିଟ୍ ହେବେ କି ମମତା ମହନ୍ତ ? କ’ଣ କହୁଛି ବିଜେପିର ରାଜ୍ୟସଭା ରଣନୀତି? ରାଜନୀତିରେ ଲମ୍ବା ଇନିଂସ ପାଇଁ କେଉଁ ଗୋଟି ଚଳାଇବେ ବିଜେପିର ଚାଣକ୍ୟ? କୁଡୁମୀ ନେତ୍ରୀ ମମତା ମହନ୍ତଙ୍କ ରାଜ୍ୟସଭା ୟୁଟର୍ଣ୍ଣ ପରେ ସରଗରମ ରାଜ୍ୟ ରାଜନୀତି ।…

ଅଜବ ନିୟମ: ଚାକିରି ପାଇବାକୁ ହେଲେ ମହିଳା ଦିଅନ୍ତି ପ୍ରେଗ୍ନେସି ଟେଷ୍ଟ୍

ବେଜିଂ: ଏହି ଯୁଗଟି ପ୍ରତିଯୋଗିତା ଯୁଗ ପାଲଟିଛି। ସମଗ୍ର ବିଶ୍ୱରେ ଚାକିରି ପାଇବା ପାଇଁ ଚାଲିଛି ପ୍ରତିଯୋଗିତା। ଲୋକଙ୍କୁ ଭଲ ଚାକିରି ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡେ। କିନ୍ତୁ ଆମ ପୃଥିବୀରେ ଏପରି ଏକ ଦେଶ ଅଛି, ଯେଉଁଠି ଚାକିରି ପାଇଁ ଅଜବ ନିୟମ ତିଆରି କରାଯାଇଛି। ଯାହାକୁ ଶୁଣି…

ଆଲଜେରିଆର ବିବାଦୀୟ ବକ୍ସର ଖେଲୀଫ ପୁଅ ନାଁ ଝିଅ !

ପ୍ୟାରିସ: ଚଳିତ ଅଲିମ୍ପିକ୍ସରେ ଆଲଜେରିଆର ବିବାଦୀୟ ବକ୍ସର ଇମାନେ ଖେଲୀଫଙ୍କୁ ନେଇ ପୂନର୍ବାର ଚର୍ଚ୍ଚା ଜୋର ଧରିଛି । ୨୫ ବର୍ଷୀୟା ଖେଲୀଫ ମହିଳା ୱେଲଟରୱେଟ ବିଭାଗରେ ଅଂଶଗ୍ରହଣ କରିଛନ୍ତି । ରାଉଣ୍ଡ ଅଫ ୧୬ ମୁକାବିଲାରେ ସେ ଇଟାଲୀର ଆଞ୍ଜେଲା କ୍ୟାରିନାଙ୍କୁ ମାତ୍ର ୪୬ ସେକେଣ୍ଡରେ ପରାଜିତ…

ଅନଲାଇନ ଟ୍ରେଡିଙ୍ଗରେ କ୍ଷତି; ନଦୀକୁ ଡେଇଁ ପଡ଼ିଲେ ଯୁବକ

କଟକ: କଟକ ତ୍ରିଶୁଳିଆ ବ୍ରିଜ୍‌ ରୁ ପୁଣି ପାଣିକୁ ଡେଇଁ ନିଖୋଜ ହୋଇଯାଇଛନ୍ତି ଜଣେ ଯୁବକ । ଯୁବକ ଜଣକ ହେଲେ ତୁଷାର ଭଟ୍ଟ । ସେ ଗୁଜୁରାଟର ବୋଲି ଜଣାପଡିଛି । ତେବେ ବ୍ରିଜ୍ ଉପରେ ତାଙ୍କ କାର୍ ରହିଥିବାବେଳେ ତା ପାଖରେ ତୁଷାରଙ୍କର ଚପଲ ପଡିଥିବା ଦେଖିବାକୁ ମିଳିଛି । ଖବରପାଇ ଅଗ୍ନିଶମବାହିନୀ…

କେରଳ ଟ୍ରାଜେଡି: ଆଜି ଜନ୍ମମାଟିରେ ପହଂଚିବ ବିଷ୍ଣୁ ପ୍ରସାଦଙ୍କ ମରଶରୀର

ଓ୍ୱାୟନାଡ: କେରଳରେ ଘଟିଥିବା ଭୂସ୍ଖଳନରେ ପ୍ରାଣ ହରାଇଥିବା ଓଡ଼ିଆ ପୁଅ ବିଷ୍ଣୁ ପ୍ରସାଦଙ୍କ ମରଶରୀର ଆଣିବାକୁ ପ୍ରୟାସ ଆରମ୍ଭ ହୋଇଛି l ଆଜି ଓଡ଼ିଶାରେ ପହଂଚିବ ଡାକ୍ତର ବିଷ୍ଣୁପ୍ରସାଦଙ୍କ ମରଶରୀର l ଏନେଇ ସୂଚନା ଦେଇଛନ୍ତି କେରଳ ଯାଇଥିବା ବରିଷ୍ଠ ଅଧିକାରୀ ଦିଲ୍ଲୀପ ରାଉତରାୟ l ବରିଷ୍ଠ…