Latest Odisha News

BREAKING NEWS

ଜାତିସଂଘରେ ସ୍ୱତନ୍ତ୍ର ମାନ୍ୟତା ହାସଲ କଲା କିଟ୍‍ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟକୁ ଜାତିସଂଘ ଅର୍ଥନୈତିକ ଓ ସାମାଜିକ ପରିଷଦ (ୟୁଏନ୍‍ ଇକୋସୋକ୍‍)ଦ୍ୱାରା ସ୍ୱତନ୍ତ୍ର ପରାମର୍ଶଦାତା (ସ୍ପେସିଆଲ୍‍ କନ୍‍ସଲ୍‍ଟେଟିଭ୍‍) ମାନ୍ୟତା ପ୍ରଦାନ କରାଯାଇଛି। ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟର ମହତ୍ୱପୂର୍ଣ୍ଣ…

ଶସ୍ତା କାଜୁର ସହର…

ପ୍ରତିଦିନ କାଜୁ ବାଦାମ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ଆମେ ଜାଣୁ। ତାଛଡ଼ା କାଜୁକୁ ଡ୍ରାଏ ଫ୍ରୁଟ୍ସର ରାଜା ଭାବରେ ବିବେଚନା କରାଯାଏ। ଏହାର ସ୍ୱାଦ ଅନ୍ୟ ଡ୍ରାଏ ଫ୍ରୁଟ୍ସମାନଙ୍କ ଅପେକ୍ଷା ଭଲ, ସେଥିପାଇଁ ଏହା ଅନ୍ୟ ଡ୍ରାଏ ଫ୍ରୁଟ୍ସ ଅପେକ୍ଷା ମହଙ୍ଗା ବିକ୍ରି ହୁଏ । କିନ୍ତୁ କାଜୁ ବାଦାମ…

୧୯ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ଏକ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଯାହା ଫଳରେ ଆହୁରି ପାଞ୍ଚ ଦିନ ଯାଏଁ ଓଡିଶାର ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୯ଟି ଜିଲ୍ଲାରେ ପ୍ରବଳରୁ ଅତି…

ଆଳୁ ରାଜନୀତିରେ ନବୀନଙ୍କ ଚିଠି, ସରଗରମ ହେଲା ଗୃହ

ଭୁବନେଶ୍ବର: କାହିଁକି ଚିଠି ଲେଖିଲେ ନବୀନ ? ନାଁ ଚିଠି ଲେଖିବାର ଅଭ୍ୟାସ ଅଛି ବୋଲି ଲେଖିଦେଲେ ? ମଙ୍ଗଳବାର ବିଧାନସଭା ଚାଲିଥିବା ବେଳେ କିଛି ଏମିତି ପ୍ରଶ୍ନ ନବୀନଙ୍କୁ ପଚାରଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ତେବେ ଆଳୁକୁ ନେଇ ରାଜ୍ୟ ରାଜନୀତି ତାତି ଥିବା ବେଳେ ଏହାକୁ…

ମହାନଦୀରେ ପହଞ୍ଚିଲା ବର୍ଷର ପ୍ରଥମ ବନ୍ୟାଜଳ, ଆତଙ୍କିତ ଲୋକେ

କଟକ: କଟକ ମୁଣ୍ଡଳିରେ ପହଞ୍ଚିଲା ବର୍ଷର ପ୍ରଥମ ବନ୍ୟାଜଳ । ଫଳରେ ମହାନଦୀ ସହ ଅନ୍ୟ ଶାଖା ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସେପଟେ ବାଲେଶ୍ୱର ମାଥାନୀଠାରେ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ବରମୂଳଠାରେ ଏହା ସ୍ଥିର ରହିଛି । ତେବେ ରାଜ୍ୟରେ ବନ୍ୟା…

କାହିଁକି ସସପେଣ୍ଡ ହେଲେ ଆଇପିଏସ୍ ପଣ୍ଡିତ ରାଜେଶ ଉତ୍ତମରାଓ ?

ଭୁବନେଶ୍ବର: ମହଙ୍ଗା ପଡିଲା ପ୍ରେମ ନିବେଦନ ! ନିଲମ୍ବିତ ହେଲେ ବରିଷ୍ଠ ପୋଲିସ ଅଧିକାରୀ ପଣ୍ଡିତ ରାଜେଶ ଉତ୍ତମରାଓ । ପଦ ମର୍ଯ୍ୟାଦାର ଅପବ୍ୟବହାର ଅଭିଯୋଗରେ ତାଙ୍କ ଉପରେ ବଡ ଆକ୍ସନ୍ ନିଆଯାଇଛି । ଦିଲ୍ଲୀ ନୀତି ଆୟୋଗ ବୈଠକରୁ ଫେରିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…

ୱାଏନାଡରେ କାହିଁକି ହେଲା ଭୂସ୍ଖଳନ ?

ୱାଏନାଡ଼: କେରଳରେ ହଇଚଇ ସୃଷ୍ଟି କରିଛି ପ୍ରବଳ ବର୍ଷା। ମଙ୍ଗଳବାର ସକାଳେ ୱାଏନାଡ ଜିଲ୍ଲାର ମେପ୍ପାଡି ନିକଟ ପାହାଡ ଅଞ୍ଚଳରେ ଏକ ବଡ଼ ଧରଣର ଭୂସ୍ଖଳନ ପରେ ୬୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ଫସି ରହିଥିବା ଲୋକଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାର…

ରେଳ ଦୁର୍ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍: ୨ ମାସରେ ୨୧ ଜଣଙ୍କର ମୃତ୍ୟୁ, ଏହା ପାଇଁ ଦାୟୀ କିଏ?

ନୂଆଦିଲ୍ଲୀ: ଗତ କିଛି ମାସ ମଧ୍ୟରେ କ୍ରମାଗତ ଭାବେ ଟ୍ରେନ୍ ଦୁର୍ଘଟଣା ଘଟୁଛି। ବାଲେଶ୍ୱର ସୋରରେ ଟ୍ରେନ୍ ଦୁର୍ଘଟଣା ସମସ୍ତଙ୍କୁ ଥରାଇ ଦେଇଥିଲା। ଉତ୍ତରପ୍ରଦେଶର ଗୋଣ୍ଡା ଏବଂ ବିହାରର ବକ୍ସରରେ ମଧ୍ୟ ଟ୍ରେନ୍ ଦୁର୍ଘଟଣା ଘଟିଛି। ଜୁଲାଇ ୩୦, ମଙ୍ଗଳବାର ଦିନ ଝାଡଖଣ୍ଡର ଚକ୍ରଧରପୁର ଡିଭିଜନର…

ଓଜେଇଇ ୱେବସାଇଟ୍ ଡାଉନ: କାଉନସେଲିଂ, ଚଏସ୍‌ ଲକିଂରେ ସମସ୍ୟା

ଭୁବନେଶ୍ୱର: କାମ କରୁନି ଓଜେଇଇ ୱେବସାଇଟ୍ l ଡାଉନ ହେଲା ଓଜେଇଇ ୱେବସାଇଟ l ଫଳରେ କାଉନସେଲିଂ ଏବଂ ଚଏସ୍‌ ଲକିଂରେ ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ l ଏନେଇ ସୂଚନା ଦେଇଛନ୍ତି ଅଧ୍ୟକ୍ଷ ଡି.ପି ଶତପଥୀ l ସୂଚନା ଅନୁସାରେ, ଆଜି ଛାତ୍ରଛାତ୍ରୀ ମାନେ ୱେବସାଇଟ ଖୋଲି କାଉନସେଲିଂ ଏବଂ ଚଏସ…

ରେଳ ମନ୍ତ୍ରୀ ହେଉଛନ୍ତି ରିଲ୍ ମନ୍ତ୍ରୀ; କାହିଁକି ଏଭଳି କହିଲେ ବିରୋଧୀ

ନୂଆଦିଲ୍ଲୀ: ଝାଡଖଣ୍ଡରେ ମଙ୍ଗଳବାର ଦିନ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଏହାକୁ ନେଇ ବିରୋଧୀ ଦଳ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ରେଳ ସୁରକ୍ଷାକୁ ନେଇ…