Latest Odisha News

BREAKING NEWS

ମହାରାଷ୍ଟ୍ର କୋହ୍ଲାପୁରରେ ବନ୍ୟା, ୫ ହଜାରରୁ ଅଧିକଙ୍କୁ ସ୍ଥାନାନ୍ତର

ମୁମ୍ବାଇ: ମହାରାଷ୍ଟ୍ର କୋହ୍ଲାପୁରରେ ବନ୍ୟା ପରିସ୍ଥିତି ଉପୁଜିଛି। ଫଳରେ ୫ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏବେବି ବିପଦ ସଙ୍କେତ ଉପରେ ରହିଛି ପଞ୍ଚଗଙ୍ଗା ନଦୀର ଜଳସ୍ତର। ବନ୍ୟା ଯୋଗୁଁ ୧୦ଟି ରାଜ୍ୟ ରାଜପଥ ସହ ୫୪ଟି ରାସ୍ତାରେ ଯାତାୟାତ ଠପ୍‌ ହୋଇଛି। ବନ୍ୟାରେ ୨୦୦ରୁ…

ଆର ପାରିରେ ଅବସରପ୍ରାପ୍ତ ଆଇଏଏସ ଅଫିସର ସୁଦୀପ ନନ୍ଦ

ନୂଆଦିଲ୍ଲୀ: ଆର ପାରିରେ ଡାକ୍ତର ସୁଦୀପ ନନ୍ଦ । ପୁରୀ ବାସିନ୍ଧା ସ୍ଵର୍ଗତ ପ୍ରଫେସର ଏସ.କେ ନନ୍ଦ ଏବଂ ସ୍ଵର୍ଗତ ଶ୍ରୀମତି ତିଳୋତ୍ତମା ନନ୍ଦଙ୍କ ପୁତ୍ର ହେଉଛନ୍ତି ଡାକ୍ତର ସୁଦୀପ ନନ୍ଦ । ଗତକାଲି ଆମେରିକାରେ ହୃଦଘାତର ଶିକାର ହୋଇ ସେ ତାଙ୍କର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ଗୁଜୁରାଟ…

ମନେ ପଡନ୍ତି ମିଶାଇଲ ମ୍ୟାନ୍ ଏପିଜେ ଅବଦୁଲ କଲାମ

ନୂଆଦିଲ୍ଲୀ: ଡକ୍ଟର ଏପିଜେ ଅବଦୁଲ କଲାମ। ଭାରତର ଜଣେ ଏମିତି ବ୍ୟକ୍ତିତ୍ୱ ଯାହାକୁ ପୂରା ବିଶ୍ୱ ମିସାଇଲ ମ୍ୟାନ ଭାବେ ଜାଣିଛି। ତାଙ୍କ ସୁବିଚାର ଆଜିବି ଅନେକଙ୍କୁ ପ୍ରେରଣା ଯୋଗାଉଛି। ଜୀବନକୁ ନେଇ ସେ ଦେଇଥିବା ଅନେକ ସୁବିଚାର ବିଭିନ୍ନ ସ୍କୁଲ ଓ କଲେଜ କାନ୍ଥରେ ଲଗାଯାଉଛି। ଯାହାକୁ ଦେଖି…

ଆଜିଠୁ ନୀତି ଆୟୋଗ, ସାମିଲ ହେବେନି କଂଗ୍ରେସ ଓ ଆପ୍

ନୂଆଦିଲ୍ଲୀ: ଆଜିଠାରୁ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ସାଧାରଣ ପରିଷଦ ବୈଠକରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ଏହି ବୈଠକରେ କଂଗ୍ରେସର ଶାସିତ ରାଜ୍ୟ ଏବଂ ଆମ୍ ଆଦମୀ ପାର୍ଟି ଶାସିତ ରାଜ୍ୟର କୌଣସି ମୁଖ୍ୟମନ୍ତ୍ରୀ ଯୋଗ ଦେବେ ନାହିଁ । ଏଥିରେ କେବଳ…

କମଳା ହାରିସ୍ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଉପରାଷ୍ଟ୍ରପତି କମଳା ହାରିସ୍ ଆନୁଷ୍ଠାନିକ ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ଘୋଷଣା କରିଛନ୍ତି। ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସୂଚନା ଦେଇଛନ୍ତି କମଳା । ଏଥିସହ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ସେ…

ଦିନ କୁ ଦିନ ବଢିବାରେ ଲାଗିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ ଏହାର ଲକ୍ଷଣ…

ଭୁବନେଶ୍ଵର: ବର୍ଷା ଋତୁ ଆସୁ ଆସୁ ଏବେ ଡେଙ୍ଗୁର ପ୍ରଭାବ ବଢ଼ିବାରେ ଲାଗିଛି । ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଏହି ରୋଗ ପାଇଁ ଏହି ଋତୁ ବେଶ୍ ଅନୁକୂଳ ଅଟେ। ବର୍ଷା ହେତୁ ଅନେକ ସ୍ଥାନରେ ପାଣି ଭର୍ତ୍ତି ହୋଇଯାଏ । ଫଳରେ ମଶାମାନଙ୍କର ପ୍ରଜନନ ଆରମ୍ଭ ହୋଇଥାଏ। ଏଭଳି ପରିସ୍ଥିତିରେ ଡେଙ୍ଗୁ…

ପ୍ୟାରିସ୍ ଅଲିମ୍ପିକ୍ସ ଉଦଘାଟନୀ ଉତ୍ସବରେ ଭାରତୀୟ ଦଳର ନେତୃତ୍ୱ ନେଲେ ପିଭି ସିନ୍ଧୁ ଓ ଶରତ କମଲ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ଗେମ୍ସ ୨୦୨୪ ଆରମ୍ଭ ହୋଇଯାଇଛି। ସିନ୍ ନଦୀରେ ଉଦଘାଟନୀ ଉତ୍ସବ ଚାଲିଛି। ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ପାଇଁ କୌଣସି ନଦୀରେ ଉଦଘାଟନୀ ସମାରୋହର ଆୟୋଜନ କରାଯାଉଛି। ଶୁକ୍ରବାର ପ୍ୟାରିସରେ ଆୟୋଜିତ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ପାଇଁ ବ୍ୟାପକ ସୁରକ୍ଷା…

ସୁଦୃଶ୍ୟ ହେଲା ଲଘୁଚାପ, ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଅତିକ୍ରମ କରିବ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି ଯେ ବର୍ତ୍ତମାନ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ରହିଛି। ଯାହା ସୁଦୃଶ୍ୟ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଗାଙ୍ଗେୟ ପଶ୍ଚିମବଙ୍ଗ, ସଂଲଗ୍ନ ଝାଡ଼ଖଣ୍ଡ ଓ ଉତ୍ତର…

ୟୁଟ୍ୟୁବରଙ୍କ ଉପରେ କଟକଣା ଲଗାଇବା ପାଇଁ ବିଲ୍ ଆଣିବେ ମୋଦୀ ସରକାର

ନୂଆଦିଲ୍ଲୀ: ୟୁଟ୍ୟୁବରଙ୍କ ଉପରେ କଟକଣା ଲଗାଇବା ପାଇଁ ବିଲ୍ ଆଣିବେ ମୋଦୀ ସରକାର, ତିଆରି ହେବ ନିୟମ। ଯେଉଁମାନେ ନିୟମିତ ଭାବେ ସୋସିଆଲ ମିଡିଆରେ ଭିଡିଓ ଅପଲୋଡ୍ କରନ୍ତି, ପଡକାଷ୍ଟ ତିଆରି କରନ୍ତି କିମ୍ବା ଅନଲାଇନ୍ କରେଣ୍ଟ ଆଫେୟାର୍ସ ବିଷୟରେ ନ୍ୟୁଜ ଲେଖିଥାନ୍ତି ସେମାନଙ୍କୁ ଡିଜିଟାଲ…

ପ୍ରକାଶ ପାଇଲା ନିଟ୍-ୟୁଜି ଚୂଡ଼ାନ୍ତ ମେରିଟ୍ ଲିଷ୍ଟ, ୬୧ ବଦଳରେ ୧୭ ଜଣ ଟପ୍ପର

ନୂଆଦିଲ୍ଲୀ: ନିଟ୍-ୟୁଜି-୨୦୨୪ର ଚୂଡ଼ାନ୍ତ ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ନିଟ୍-ୟୁଜି ପରୀକ୍ଷାର ସଂଶୋଧିତ ଫଳ ପ୍ରକାଶ ପାଇଛି। ନୂଆ ତାଲିକାରେ ଏବେ ୧୭ ଜଣ ଟପର୍ ଥିବା ବେଳେ ଏହା ପୂର୍ବରୁ ୬୧ ଜଣ ଟପ୍ପର ଥିଲେ। ଏହି ୧୭ ଜଣ ପ୍ରାର୍ଥୀ ୧୦୦…