ଅଗ୍ନିପଥର ଲକ୍ଷ୍ୟ ଭାରତୀୟ ସେନାଙ୍କୁ ଯୁବକ କରିବା, ଅଗ୍ନିବୀରଙ୍କୁ ନେଇ କିଛି ଏମିତି କହିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଜି କାରଗିଲ୍ ବିଜୟ ଦିବସକୁ ୨୫ ବର୍ଷ ପୂରିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଲଦାଖର ଡ୍ରାସ ସେକ୍ଟର ଯାଇ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହାରି ଭିତରେ ଦେଶର ସୈନିକମାନଙ୍କୁ ସମ୍ବୋଧିତ କରିଛନ୍ତି । ବିଭିନ୍ନ ଆଧୁନିକ ପ୍ରଯୁକ୍ତବିଦ୍ୟାକୁ ନେଇ ସେନା…