Latest Odisha News

BREAKING NEWS

ଛୋଟ ଦଳ, ବଡ ଆୟ

ନୂଆଦିଲ୍ଲୀ: ଭାରତର ପ୍ରମୁଖ ଆଂଚଳିକ ଦଳ ମଧ୍ୟରେ କାହାର ଆୟ ଅଧିକ । କିଏ ଅଧିକ ଖର୍ଚ୍ଚ କରେ । ଦେଶର କିଛି ପ୍ରମୁଖ ଆଂଚଳିକ ଦଳର ଆୟବ୍ୟୟ ହିସାବ ଜାରି ହୋଇଛି । ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସ-ଏଡିଆର ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ଆୟବ୍ୟୟ ରିପୋର୍ଟ ଜାରି ହୋଇଛି । ରିପୋର୍ଟ…

୧୩ ନିରୀହ ଲୋକଙ୍କ ଜୀବନ ନେଇଥିଲା ଦମନକାରୀ ଶାସନ, ସହିଦ ଦିବସକୁ ସ୍ମରଣ କରି ସିପିଆଇଏମ୍‌କୁ ମମତାଙ୍କ ଟାର୍ଗେଟ

କୋଲକାତା: ଜୁଲାଇ ୨୧ ବଙ୍ଗଳା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। କାରଣ ତୃଣମୂଳ କଂଗ୍ରେସ ଏହି ଦିନକୁ ସହିଦ ଦିବସ ଭାବେ ପାଳନ କରିବାକୁ ଯାଉଛି। ଏହି ଦିନ କଥା କହି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇଏମ୍) କୁ ଟାର୍ଗେଟ କରିଛି। ଏହା ଛଡା…

ବଜେଟ୍‌ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ: କାହିଁକି ଯୋଗ ଦେବ ନାହିଁ ଟିଏମସି ?

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ଆଜି ଅର୍ଥାତ୍ ରବିବାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ସଂସଦର ଉଭୟ ଗୃହର ସୁଗମ କାର୍ଯ୍ୟ ପାଇଁ ସରକାର ସମସ୍ତ ବିରୋଧୀ ଦଳର ସହଯୋଗ ମାଗିଛନ୍ତି। ଆସନ୍ତାକାଲିଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେଉଛି । ଏହି…

ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ କମଳା ପୂଜାରୀ

କୋରାପୁଟ: ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ କମଳା ପୂଜାରୀ । ଜୟପୁର ସ୍ଥିତ ଜନ୍ମମାଟି ପାତ୍ରପୁଟ ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶେଷକୃତ୍ୟ ବେଳେ ତାଙ୍କ ସାନ ପୁଅ ଟଙ୍କଧର ପୂଜାରୀ ମୁଖାଗ୍ନି ଦେଇଛନ୍ତି । ତେବେ…

ଗ୍ରାହକଙ୍କୁ ୧୮ ଲକ୍ଷ ଟଙ୍କା ଠକେଇ, ବନ୍ଧା ହେଲେ ବ୍ୟାଙ୍କ ମ୍ୟାନେଜର

ଦେବଗଡ଼: ଗ୍ରାହକଙ୍କୁ ୧୮ ଲକ୍ଷ ଟଙ୍କା ଠକେଇ। ବନ୍ଧା ହେଲେ ବ୍ୟାଙ୍କ୍ ମ୍ୟାନେଜର। କୃଷ୍ଣଚନ୍ଦ୍ର ମହାକୁଡ଼ଙ୍କଠାରୁ ଦେବଗଡ଼ ଆକ୍ସିସ ବ୍ୟାଙ୍କର ପୂର୍ବତନ ଅପରେସନ ମ୍ୟାନେଜର ପ୍ରବେଶ ଚନ୍ଦ୍ର ଦାସ ୧୮ ଲକ୍ଷ ଟଙ୍କା ଚୂନ ମାରିଛନ୍ତି। ପ୍ରଥମେ କୃଷ୍ଣଚନ୍ଦ୍ରଙ୍କ ସହ ଭଲ ସମ୍ପର୍କ ରଖି ୨୪ ଲକ୍ଷ…

କ୍ରୀଡା ପୁରସ୍କାରରୁ ହଟିବନି ବିଜୁ ବାବୁଙ୍କ ନାମ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶନିବାର କ୍ରୀଡା ବିଭାଗ ପକ୍ଷରୁ ଆସିଥିବା ବଡ ନିଷ୍ପତ୍ତିକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କ୍ରୀଡା ପୁରସ୍କାରରୁ ବିଜୁ ବାବୁଙ୍କ ନାଁ ହଟିବ ନାହିଁ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ବିଜୁ…

ଏ ସୋମବାର ଅଭିଯୋଗ ଶୁଣିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏ ସୋମବାର ଅର୍ଥାତ୍ ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ଆସନ୍ତାକାଲି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଥିବାରୁ ଏଥିପାଇଁ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ । ଏନେଇ ସୂଚନା ଦେଇଛନ୍ତି, ସାଧାରଣ ପ୍ରଶାସନ ଓ ଲୋକସମ୍ପର୍କ ବିଭାଗ । ତେବେ…

ନେମପ୍ଳେଟ ବିବାଦ: କିଛି ଏମିତି କହିଲେ ବାବା ରାମଦେବ..

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଏବେ ସାରାରାଜ୍ୟରେ କାଉଡିଆଙ୍କ ଯିବା ରାସ୍ତାରେ ଢାବା, ହୋଟେଲ, ରେଷ୍ଟୁରାଂଟ, ଠେଲା ଓ ଦୋକାନୀ ମାଲିକମାନେ ନିଜ ଦୋକାନ ଆଗରେ ନେମପ୍ଲେଟ୍ ଲଗାଇବା ଆଦେଶ ଜାରି କରିଛନ୍ତି ୟୁପି ସରକାର । ଯାହାକୁ ନେଇ ଏବେ ତେଜିଛି ବିବାଦ । ବିରୋଧୀଙ୍କ ଠାରୁ ଆରମ୍ଭ କରି…

ସ୍ୱଳ୍ପ ଗଳ୍ପ : କାନଟଣା କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୭ ଉକ୍ତ ବିଶେଷ ଲେଖଟି ଆମ ଶାସ୍ତ୍ରର ନବରସ ଭିତରୁ ପ୍ରମୁଖତଃ ଦୁଇଟିରସ ଅର୍ଥାତ୍ ଅଦ୍ଭୁତ ଓ ଭୟାନକକୁ ନେଇ ଲିଖିତ।ଅବଶ୍ୟ ଏହା ଭିତରେ ଆଉ ଗୋଟିଏ ରସର କିଛି ମାତ୍ରାନୁପାତରେ ରହିବ ,ତାହା ହେଉଛି ହାସ୍ୟ। କାଳ ସବୁବେଳେ ଅନେକ…

କବିତା ନିରଂତର : ସମୟ ସଂଚାଳନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’  ବଳ, ଧନ, ଜ୍ଞାନ କମ୍‌-ବେଶି ମିଳେ ସମୟ ମିଳେ ସମାନ କାଳ ସଂଚାଳନ ପ୍ରତି ଦୈନଂଦିନ ଯେଉଁ ବ୍ୟକ୍ତି ଦିଏ ଧ୍ୟାନ କାଳକ୍ରମେ ସିଏ ନିଜକୁ ବନାଏ ସକଳ ଗୁଣସଂପନ୍ନ ଦୁର୍ଲଭ ହୁଏନି ବଳ, ଧନ, ଜ୍ଞାନ ଘଟେନାହିଁ ଅନଟନ…