ନେପାଳରେ ଭୂସ୍ଖଳନ: ନଦୀରେ ଭାସିଗଲା ୨ଟି ବସ୍, ୬୩ ନିଖୋଜ
ନେପାଳ: ନେପାଳରେ ଭୁସ୍ଖଳନ ପରେ ବଡ଼ ଧରଣ ଅଘଟଣ। ଭୁସ୍ଖଳନ ଯୋଗୁଁ ଦୁଇଟି ବସ୍ ତ୍ରୀସୁଳି ନଦୀରେ ଭାସିଯାଇଛି। ବସରେ ୬୩ ଜଣ ଯାତ୍ରୀ ଥିଲେ । ଏବେ ସୁଦ୍ଧା ସେମାନଙ୍କର ପତ୍ତା ମିଳୁନି। ୨ଟି ବସ୍ରେ ଡ୍ରାଇଭର ସହ ପାଖାପାଖି ୬୩ ଯାତ୍ରୀ ରହିଥିଲେ।
କେନ୍ଦ୍ରୀୟ ନେପାଳ ମଦନ-ଆଶ୍ରିତ ହାଇୱେରେ…