Latest Odisha News

BREAKING NEWS

ଜାମ୍ମୁରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପଛର କାରଣ

ନୂଆଦିଲ୍ଲୀ: ୩୭୦ ଧାରା ହଟିବା ପରେ ଜାମ୍ମୁ ଓ କାଶ୍ମୀରରେ ଅନେକ କିଛି ବଦଳିିଛି । ଆଗ ଅପେକ୍ଷା ଶାନ୍ତ ରହିଛି କାଶ୍ମୀର ଉପତ୍ୟକା ।  ବର୍ତ୍ତମାନ ଚିନ୍ତା କାଶ୍ମୀରକୁ ନୁହେଁ । ଜାମ୍ମୁର ପରିସ୍ଥିତିକୁ ନେଇ ଚିନ୍ତା । ଜାମ୍ମୁ କିଛି ବର୍ଷ ଧରି ଶାନ୍ତ ଥିଲା । କିନ୍ତୁ ଗତ କିଛି ଦିନ ଧରି…

ଡାକ୍ତରୀ ପଢିବା ପାଇଁ ବିଦେଶ ମୁହାଁ ଭାରତୀୟ ଛାତ୍ର   

ନୂଆଦିଲ୍ଲୀ: ଭାରତରେ ଡାକ୍ତରୀ ଶିକ୍ଷା ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି କି ? ଗୁଣାତ୍ମକ ଡାକ୍ତରୀ ଶିକ୍ଷାର ଅଭାବ ନଥିଲେ ମଧ୍ୟ ଦେଶର ଅଧିକରୁ ଅଧିକ ଛାତ୍ରଛାତ୍ରୀ ବିଦେଶକୁ ଡାକ୍ତରୀ ପଢିବା ପାଇଁ ଯିବା ଚିନ୍ତାର ବିଷୟ ନିଶ୍ଚୟ । ସରକାରୀ ତଥ୍ୟ ଅନୁସାରେ ୨୦୨୨ରେ ମୋଟ ୭ ଲକ୍ଷ ୪୦…

ଚାଲିଥିଲା ପ୍ରୋସେସନ, ବରର ବାପାଙ୍କ ଉପରେ ଚଢ଼ିଗଲା ବରଯାତ୍ରୀ ବସ୍

ନରସିଂହପୁର: ବାହାଘର ପ୍ରୋସେସନରେ ଅଘଟଣ। ପୁଅ ବାହାଘର ପ୍ରୋସେସନ୍‌ରେ ଚାଲିଗଲା ବାପାର ଜୀବନ। ପ୍ରୋସେସନ୍‌ ବେଳେ ବରଯାତ୍ରୀ ବସ୍ ଧକ୍କାରେ ବରର ବାପା ମୃତ।ନରସିଂହପୁର ଥାନା ଚତରାପଦା ଛକରେ ଚଢ଼ିଗଲା ବରଯାତ୍ରୀ ବସ୍। ସୂଚନା ଅନୁସାରେ, ବିବାହ ପାଇଁ ବରଯାତ୍ରୀ ଧରି ନରସିଂହପୁରରୁ ଯାଉଥିବା…

ହ୍ୟୁମାନ ସାଗର ବିବାଦରେ ମନୋଜ ମିଶ୍ର ଟୁଇଷ୍ଟ

ଭୁବନେଶ୍ବର: ହ୍ୟୁମାନ ସାଗର ବିବାଦରେ ନୂଆ ଟୁଇଷ୍ଟ। ଜଗନ୍ନାଥ ଭଜନକୁ ପରିହାସ କରି ଗାଇବାକୁ ନେଇ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ସୋସିଆଲ୍ ମିଡିଆରେ ବି ଉଭୟ କଣ୍ଠଶିଳ୍ପୀଙ୍କୁ ସମାଲୋଚନା କରିଛନ୍ତି ଲୋକେ । ଏପରିକି ସେମାନଙ୍କୁ ବୟକଟ୍ ଓ…

ଅଲିମ୍ପିକ୍ସର ୧୦୦ ମିଟର ସ୍ପ୍ରିଂଟ୍

ନୂଆଦିଲ୍ଲୀ: ଅଲିମ୍ପିକ ଆଥଲେଟିକ୍ସରେ ୧୦୦ ମିଟର ସ୍ପ୍ରିଂଟ୍ ଏକ ହାଇ ପ୍ରୋଫାଇଲ୍ ତଥା ଗ୍ଲାମରସ୍ ଇଭେଂଟ । ଅଲିମ୍ପିକ୍ସର ଦ୍ରୁତତମ ପୁରୁଷ ଓ ମହିଳା କିଏ ହେବ, ତାହା ଜାଣିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାଆନ୍ତି କ୍ରୀଡାପ୍ରେମୀ । ୧୮୯୬ରେ ଆଥେନ୍ସରେ ଆୟୋଜିତ ଆଧୁନିକ ଅଲିମ୍ପିକ୍ସର ପ୍ରଥମ…

ନର୍ସଙ୍କ ଭୁଲ ଧରା ପଡି ନ ଥିଲେ ଗାଭାସ୍କର କ୍ରିକେଟର ବଦଳରେ ମାଛ ଧରୁଥାନ୍ତେ

ମୁମ୍ବାଇ: ଭାରତୀୟ କ୍ରିକେଟର ମହାନ ଖେଳାଳି ତଥା ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କରଙ୍କ ଆଜି ଜନ୍ମଦିନ । ଆସନ୍ତୁ ଜାଣିବା କିପରି ନର୍ସଙ୍କ ଭୁଲ ଯୋଗୁ ଏହି ମହାନ ବ୍ୟାଟ୍ସମ୍ୟାନ କ୍ରିକେଟର ହେବା ବଦଳରେ ମାଛ ଧରୁଥାନ୍ତି । ଗାଭାସ୍କର ତାଙ୍କ ଅଟୋବାୟୋଗ୍ରାଫି ସନୀ ଡେଜରେ ଏହି ରୋଚକ ତଥ୍ୟ ପ୍ରଦାନ…

ପୁଅ ପାଇଁ ପଦବୀ ହରାଇଲେ ଶିବସେନା ନେତା

ମୁମ୍ବାଇ: ପୁଅ ପାଇଁ ପଦବୀ ହରାଇଲେ ଶିବସେନା ନେତା। ୱର୍ଲି ‘ହିଟ୍ ଆଣ୍ଡ ରନ୍’ ମାମଲାର ଅଭିଯୁକ୍ତ ମିହିର ଶାହାଙ୍କୁ ମଙ୍ଗଳବାର ଗିରଫ କରିଥିଲା ପୋଲିସ। ଶିବସେନା ନେତା ରାଜେଶ ଶାହଙ୍କ ପୁଅ ହେଉଛନ୍ତି ମିହିର।ରାଜେଶ ଶାହ ପାଲଘରର ଉପନେତା ଥିଲେ। ଶିବସେନା ସଚିବ ସଞ୍ଜୟ ମୋର ଏକ…

ପ୍ରଭୁ ବଳଭଦ୍ରଙ୍କ ପଡ଼ିଯିବା ଘଟଣା: ୩ଜଣିଆ କମିଟି ଗଠନ, ନିଳାଦ୍ରିବିଜେର ୧୦ ଦିନ ଭିତରେ ରିପୋର୍ଟ

ପୁରୀ: ପରିଚାଳନା କମିଟି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା। ୧୪ରେ ରତ୍ନ ଭଣ୍ଡାର ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। କିନ୍ତୁ କେବେ ଖୋଲିବ ସେନେଇ ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ…

ରାଜ୍ୟର ବିନା ଅନୁମତିରେ ତଦନ୍ତ କରିପାରିବନି ସିବିଆଇ

ମୁମ୍ବାଇ: ସନ୍ଦେଶଖାଲି ମାମଲାର ତଦନ୍ତ ଉପରେ ମମତା ବାନାର୍ଜୀ ସରକାରଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ବିଜୟ। ରାଜ୍ୟର ବିନା ଅନୁମତିରେ ସନ୍ଦେଶଖାଲି ଯୌନ ନିର୍ଯାତନା ମାମଲାର CBI ହସ୍ତକ୍ଷେପ କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆଜି ଏ ସମ୍ପର୍କିତ ମାମଲା ଉପରେ ଶୁଣାଣି…

କାଲିର ଘଟଣାରୁ ଯାହା ଶିଖିବା କଥା ସେବାୟତ ଶିଖିଛନ୍ତି: ଗଜପତି

ପୁରୀ: ବଡ଼ଠାକୁର ପଡ଼ିଯିବା ଘଟଣା। ପରିଚାଳନା ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା। ଯାହା ଘଟିଲା ତାହା ସମସ୍ତଙ୍କୁ ମର୍ମାହତ କରିଛି । କାଲିର ଘଟଣାରୁ ଯାହା ଶିଖିବା କଥା ସେବାୟତ ଶିଖିଛନ୍ତି। ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ଯତ୍ନବାନ ହେବେ ବୋଲି କହିଛନ୍ତି…