ବାଘ ଛାଲ ବିକ୍ରି ପାଇଁ ହେଉଥିଲା ଡିଲ୍: ମାଡିବସିଲା ଏସ୍ଟିଏଫ, ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ନୂଆପଡ଼ା: ବନ୍ୟପ୍ରାଣୀ ଶିକାର ଓ ଏହାର ବ୍ୟବସାୟୀଙ୍କ ସଂଖ୍ୟା ବଢ଼ିଚାଲିଛି। ନୂଆପଡ଼ା ଜିଲ୍ଲାରେ ଗତ ଦୁଇ ତିନି ବର୍ଷ ମଧ୍ୟରେ ପ୍ରତ୍ୟେକ ଦୁଇ ତିନି ମାସରେ ବ୍ୟବସାୟୀ ମାନେ ଗିରଫ ହୋଇ କୋର୍ଟ ଚାଲାଣ ହେଉଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଗତ ଦୁଇ ମାସ ତଳେ ଖଡ଼ିଆଳ ସହରରେ ବାଘ ଛାଲ…