Latest Odisha News

BREAKING NEWS

କାଲିଠୁ ପ୍ରବଳ ବର୍ଷିବ, ଏସବୁ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ବର: ଆସନ୍ତା ୩ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଜୁଲାଇ ୭ରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏସବୁ ସ୍ଥାନରେ ୟେଲୋ…

କିଏ ନିର୍ମାଣ କରିଛି କୁସୁମା ବଙ୍ଗଳା ?

ଭୁବନେଶ୍ବର: ଯାଜପୁର କୁସୁମା ପୋଖରୀ ନିକଟରେ ଥିବା ବିଳାସମୟ ବଙ୍ଗଳାକୁ ନେଇ ବଢୁଛି କନଫ୍ୟୁଜନ୍ । କିଏ ନିର୍ମାଣ କରିଛି କୁସୁମା ବଙ୍ଗଳା? ସରକାରୀ ଜମି ଉପରେ ଥିବା ବଙ୍ଗଳା ପାଇଁ କେଉଁ ବିଭାଗ ପକ୍ଷରୁ ଅର୍ଥ ବ୍ୟୟ କରାଯାଇଛି ? ପ୍ରଥମେ ଯାଜପୁର ପୌରପାଳିକା ପକ୍ଷରୁ କୁସୁମାରେ ରହିଥିବା ୯ଟି…

ଅନାବଶ୍ୟକ ଚିକିତ୍ସା ପରାମର୍ଶ ଦେଇ ଅଡୁଆରେ ସାମନ୍ଥା ରୁଥ

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୂ ଅନାବଶ୍ୟକ ଚିକିତ୍ସା ପରାମର୍ଶ ଦେଇ ଏବେ ଅଡୁଆରେ ପଡିଛନ୍ତି । ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ସାମନ୍ଥା କହିଥିଲେ ଯେ, ଭାଇରାଲ ଇନଫେକଶନ ପାଇଁ ହାଇଡ୍ରୋଜେନ ପେରୋକ୍ସସାଇଡ ନେବୁଲାଇଜେଶନ କରିବାକୁ ପରାମର୍ଶ…

ଦୁବାଇରେ ଫସିଛନ୍ତି ୮ ଓଡିଆ, ଉଦ୍ଧାର ପାଇଁ ବୈଜୟନ୍ତଙ୍କ ଉଦ୍ୟମ

ଭୁବନେଶ୍ବର: ଦୁବାଇରେ ଫସିଛନ୍ତି ୮ ଓଡିଆ। ଉଦ୍ଧାର ପାଇଁ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ। ଓଡିଆ ଯୁବକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଚିଠି ଲେଖି ନିବେଦନ କରିଛନ୍ତି ସ‌େ।…

୨୩ରୁ କେନ୍ଦ୍ରର ପୂର୍ଣ୍ଣ ଆର୍ଥିକ ବଜେଟ୍: କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ

ନୂଆଦିଲ୍ଲୀ: ଜୁଲାଇ ୨୩ରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ। ଜୁଲାଇ ୨୨ ତାରିଖରେ ଆରମ୍ଭ ହେବ ବଜେଟ ଅଧିବେଶନ । ଜୁଲାଇ ୨୩ରେ ଉପସ୍ଥାପନା ହେବ ୨୦୨୪-୨ ୫ର କେନ୍ଦ୍ର ବଜେଟ। ଗତ ଫେବ୍ରୁଆରୀ ୧ ତାରିଖରେ ସଂସଦରେ ଉପସ୍ଥାପନ ହୋଇଥିଲା…

ରଥଯାତ୍ରା ସମୟରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥର ସ୍ଵତନ୍ତ୍ର ସଚେତନତା ଅଭିଯାନ

ଭୁବନେଶ୍ୱର: ରଥ ଯାତ୍ରା ମହୋତ୍ସବ ସମୟରେ ଟ୍ରେନ ମାନଙ୍କରେ ମାତ୍ରାଧିକ ଭିଡ଼ ଏବଂ ପୁରୀ ଷ୍ଟେସନ ଠାରେ ବିପୁଳ ଜନସମାବେଶକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛି। ତୀର୍ଥଯାତ୍ରୀ ଓ ଭକ୍ତ ମାନଙ୍କ ସୁରକ୍ଷା ଓ ନିରାପତ୍ତା ପ୍ରତି ବିଶେଷ ଧ୍ୟାନ ଦେଇ ସୁବିଧାଜନକ…

ବଡ ଘରର ବଡ଼ ଗୁମର କଥା: କୋର୍ଟରେ ହାଜର ହେଲେନି ଶଶି ବେହେରା

ବାଙ୍କୀ: ଏଥର ବି କୋର୍ଟରେ ହାଜର ହେଲେନି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା । ବୋହୂକୁ ନିର୍ଯାତନା ଦେଉଥିବା ଅଭିଯୋଗରେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ଯ ସେ ଆଜି କୋର୍ଟରେ ହାଜର ହୋଇନାହାନ୍ତି। ପୁଅ ସତ୍ୟଭୂଷଣ ବେହେରା କୋର୍ଟରେ ହାଜର…

ବିଏସପି ନେତା ଆର୍ମଷ୍ଟ୍ରଙ୍ଗଙ୍କ ହତ୍ୟା ଘଟଣାରେ ୮ ଗିରଫ

ଚେନ୍ନାଇ: ତାମିଲନାଡୁର ବହୁଜନ ସମାଜବାଦୀ ପାର୍ଟି ଅଧ୍ୟକ୍ଷ କେ ଆର୍ମଷ୍ଟ୍ରଙ୍ଗ ହତ୍ୟାକାଣ୍ଡରେ ୮ ଜଣ ଗିରଫ। ସେମାନଙ୍କୁ ପଚରାଉଚରା କରାଯାଉଛି। ତେବେ ଆର୍ମଷ୍ଟ୍ରଙ୍ଗଙ୍କୁ କାହିଁକି ହତ୍ୟା କରାଯାଇଛି, ସେନେଇ ଜେରା ପରେ ଜଣାପଡିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ। ତେବେ ଏହି ଘଟଣାରେ ପାର୍ଟି…

କୁସୁମା କଟେଜ୍‌କୁ ହାତକୁ ନେବ ଜିଲ୍ଲା ପ୍ରଶାସନ- ଜିଲ୍ଲାପାଳ

ଯାଜପୁର: ବହୁ ଚର୍ଚ୍ଚିତ କୁସୁମା କଟେଜ୍‌ ନେଇ ଜିଲ୍ଲାପାଳଙ୍କ ସୂଚନା । କୁସୁମା କଟେଜ୍‌କୁ ହାତକୁ ନେବ ଜିଲ୍ଲା ପ୍ରଶାସନ। ‘ପୌର ପାଳିକା ଜମିରେ କଟେଜ୍‌ ତିଆରି ହୋଇଛି ଏବଂ ସିଏସ୍‌ଆର୍‌ ପାଣ୍ଠିରେ ନିର୍ମାଣ ହୋଇଥିବା ସ୍ପଷ୍ଟ ହୋଇଛି ବୋଲି ସୂଚନା ଦେଉଛନ୍ତି ଯାଜପୁର ଜିଲ୍ଲାପାଳ।…

ଅଧାରୁ ବନ୍ଦ ହେଲା ଅମରନାଥ ଯାତ୍ରା, ଜାଣନ୍ତୁ କାରଣ…

ଶ୍ରୀନଗର: ପ୍ରବଳ ବର୍ଷା ଯୋଗୁଁ ଅସ୍ଥାୟୀ ଭାବେ ଅଧାରୁ ବନ୍ଦ ହେଲା ଅମରନାଥ ଯାତ୍ରା। ବର୍ଷା ଛାଡିବା ପରେ ଆଉ ଥରେ ଯାତ୍ରା ଆରମ୍ଭ ହେବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ତେବେ ଗତକାଲି ରାତିରୁ ବାଲ୍ଟାଲ ଏବଂ ପହଲଗାମ ମାର୍ଗରେ ପ୍ରବଳ ବର୍ଷା ହେବାରେ ଲାଗିଛି। ଏଭଳି ସ୍ଥିତିରେ…